ETV Bharat / city

ସଫଳତାର ଚାବିକାଠି ସ୍ମାର୍ଟ ୱାର୍କ: ଜେଇଇ ମେନ ଓଡିଶା ଟପ୍ପର ସୌରଭ - jee-main-odisha-topper-sourav

ସର୍ବଭାରତୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାସ 99.99 ଶତକଡା ନମ୍ବର ରଖି ଓଡିଶା ଟପ୍ପର ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

jee-main-odisha-topper
ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ସଫଳତାର ଚାବିକାଠି: ଜେଇ ମେନ ଓଡିଶା ଟପ୍ପର ସୌରଭ
author img

By

Published : Jan 19, 2020, 1:02 PM IST

ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର। ପରୀକ୍ଷାରେ 99.99 ଶତକଡା ନମ୍ବର ରଖି ସେ ଓଡିଶା ଟପ୍ପର ହୋଇଛନ୍ତି।

ସେ ତାଙ୍କର ଏହି ସଫଳତାର ଶ୍ରେୟ କଠିନ ପରିଶ୍ରମ,ପିତା ମାତାଙ୍କ ଆର୍ଶୀବାଦ ଓ ଶିକ୍ଷକଙ୍କୁ ଦେଇଛନ୍ତି। ତାଙ୍କର ଏହି ସଫଳତାର ଯାତ୍ରା କେତେ କଠିନ ଥିଲା, ଆସନ୍ତୁ ଜାଣିବା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ।

ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ସଫଳତାର ଚାବିକାଠି: ଜେଇ ମେନ ଓଡିଶା ଟପ୍ପର ସୌରଭ

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Intro:ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ସଫଳତାର ଚାବି କାଠି।

ସର୍ବଭାରତୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାସ। ପରୀକ୍ଷାରେ 99.99 ଶତକଡା ନମ୍ବର ରଖି ଓଡିଶା ଟପ୍ପର ହୋଇଛନ୍ତି।

Body:
ସୌରଭ କୁହନ୍ତି ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ଫଳରେ ସଫଳତା ନିଚିତ ମିଳିବ । ଏହି ସଫଳତାର ଶ୍ରେୟ ନିଜ ବାପା ମାଆ ଓ ଶିକ୍ଷା ମାନଙ୍କୁ ଦେଇଛନ୍ତି। ଆଗାମୀ ଦିନରେ ଅଧିକ ପରିଶ୍ରମ କରିବା ସହ କମ୍ପୁଟର ଇଂଜିନିୟର ହେବାକୁ ଲକ୍ଷ ରଖିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.