ETV Bharat / city

ବିଦା ହେଲେ ଇତିଶ ପ୍ରଧାନ, ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ - ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ

ଓଡିଶା ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।

ଫାଇଲ ଫଟୋ
author img

By

Published : Sep 15, 2019, 8:45 PM IST


ଭୁବନେଶ୍ବର: ଓଡିଶା ଛାତ୍ର କଂଗ୍ରେସ ଆବାହକ ତଥା ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ଇତିଶ ପ୍ରଧାନଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲେ NSUIର ଜାତୀୟ ସମ୍ପାଦକ ମୋହତା ରୋହିତ । ସଂଗଠନରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିଛିଦିନ ତଳେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ବୟାନ ଦେଇଥିଲେ ଇତିଶ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡିଶା ଛାତ୍ର କଂଗ୍ରେସ ଆବାହକ ତଥା ଭୁବନେଶ୍ୱର ଉତ୍ତରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଇତିଶ ପ୍ରଧାନ ବହିସ୍କୃତ ହୋଇଛନ୍ତି। ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି NSUI ଓଡିଶା ଦାୟିତ୍ୱ ରେ ଥିବା ଏମ ରୋହିତ। କିଛିଦିନ ତଳେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ବିତଧରେ ସାମ୍ବାଦିକ ସମ୍ମିଳନୀରେ ବିଷ ଓଗଲିଥିଲେ ଇତିଶ।Body:ବବConclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.