ETV Bharat / city

ସ୍କୁଲରେ ପାଳନ ହେବ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ - _international older people's day

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସକୁ ସମସ୍ତ ବିଦ୍ୟାଳୟରେ ପାଳନ କରିବେ ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛି ଗଣଶିକ୍ଷା ବିଭାଗ ।

ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ
author img

By

Published : Sep 30, 2019, 10:03 PM IST

ଭୁବନେଶ୍ବର: ମଙ୍ଗଳବାର ସବୁ ବିଦ୍ୟାଳୟରେ ପାଳନ ହେବ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ । ସାରା ବିଶ୍ବ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ଦିନଟି ପାଳୁଥିବା ବେଳେ ଓଡିଶା ସରକାର ବିଦ୍ୟାଳୟ ସ୍ତରରେ ଏହାକୁ ପାଳିବେ । ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।

international-older-peoples-day
ଗଣଶିକ୍ଷା ବିଭାଗ ଚିଠି

ବିଦ୍ୟାଳୟର ପ୍ରାର୍ଥନା ସମୟରେ ଜଣେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ଭାଷଣ ଦେବେ । ବିଶେଷ କରି ବରିଷ୍ଠ ନାଗରିକଙ୍କୁ କିପରି ସମ୍ମାନ, ଭଲ ପାଇବା ଓ ସହାନୁଭୂତି ପ୍ରଦାନ କରିବା କଥା ସେନେଇ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇବେ ।

ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ନିକଟରେ ସାମାଜିକ ସୁରକ୍ଷା ଦିବସକୁ ବିଦ୍ୟାଳୟ ସ୍ତରରେ ପାଳନ କରିବାକୁ ବିଭାଗୀୟ ମନ୍ତ୍ରୀ ଚିଠି ଲେଖିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି ସବୁ ବିଦ୍ୟାଳୟରେ ପାଳନ ହେବ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ। ସର ବିଶ୍ୱ ବୟସ୍କଙ୍କ ପାଇଁ ଦିନଟି ପାଳୁଥିବା ବେଳେ ଓଡିଶା ସରକାର ବିଦ୍ୟାଳୟ ସ୍ତରରେ ଏହାକୁ ପାଳିବେ। ଏନେଇ ସବି ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖଚି ଗଣଶିକ୍ଷା ବିଭାଗ। ବିଶେଷ କରି ପ୍ରାର୍ଥନା ସମୟରେ ଜଣେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଆସି ଛାତ୍ରଛାତ୍ରୀ ଙ୍କୁ motivational talk ଦେବେ। ଵିଶେଷ କରି ବରିଷ୍ଠ ନାଗରିକ ଙ୍କୁ କିପରି ସମ୍ମାନ , ଭଲ ପାଇବା ଓ ସହାନୁଭୂତି ପ୍ରଦାନ କରିବା କଥା ସେନେଇ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇବେ। ଏହାକୁ କଡ଼ାକଡ଼ି ଭ ଏ ପାଳନ କରିବାକୁ କୁହାଯାଇଛି। ନିକଟରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଏହି ଦିବସକୁ ବିଦ୍ୟାଳୟ ସ୍ତରରେ ପାଳନ କାଟିବାକୁ ଚିଠି ଲେଖିଥିଲେ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.