ETV Bharat / city

ବ୍ରିଟେନ ଫେରନ୍ତାଙ୍କ ଦେହରେ ନାହିଁ କୋରୋନାର ନୂଆ ଷ୍ଟ୍ରେନ: ପ୍ରଦୀପ୍ତ ମହାପାତ୍ର

author img

By

Published : Jan 1, 2021, 4:30 PM IST

Updated : Jan 1, 2021, 5:02 PM IST

ବର୍ତ୍ତମାନସୁଦ୍ଧା ବ୍ରିଟେନରୁ ଓଡିଶା ଫେରନ୍ତା ପଜିଟିଭରେ ନାହିଁ ବ୍ରିଟେନ ଷ୍ଟ୍ରେନ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସୂଚନା
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସୂଚନା

ଭୁବନେଶ୍ବର: ବ୍ରିଟେନରୁ ଓଡିଶା ଫେରନ୍ତାଙ୍କ ଦେହରେ ନାହିଁ କୋରୋନାର ନୂଆ ଷ୍ଟ୍ରେନ। ବର୍ତ୍ତମାନସୁଦ୍ଧା ବ୍ରିଟେନ ଫେରନ୍ତା ପଜିଟିଭରେ ନାହିଁ ବ୍ରିଟେନ ଷ୍ଟ୍ରେନ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସୂଚନା

ବ୍ରିଟେନରୁ ଯେତିକି ଲୋକ ଆସିଛନ୍ତି ପ୍ରାୟତଃ ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଥିଲେ, ସେମାନଙ୍କ ସାମ୍ପୁଲ ନୂଆ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ପାଇଁ ପଠାଯାଇଥିଲା।

କିନ୍ତୁ ସେମାନଙ୍କ ଶରୀରରେ କୌଣସି ବ୍ରିଟେନ ଷ୍ଟ୍ରେନ ନଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 1, 2021, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.