ETV Bharat / city

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ

author img

By

Published : Jan 29, 2020, 2:24 PM IST

ଗଞ୍ଜାମରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ଏସଟିଏଫ ଟିମ୍‌। ଜିଲ୍ଲାର ରମ୍ଭା ଥାନା ଅଞ୍ଚଳର ଗୋପାଳପୁରରୁ ଏହି ସାମଗ୍ରୀକୁ ଜବତ କରାଯାଇଛି ।

Huge explosive material seized
ଗଞ୍ଜାମରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଜବତ, ଜଣେ ଗିରଫ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳର ଗୋପାଳପୁରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ଏସଟିଏଫ ଟିମ୍‌। ପ୍ରାୟ 392ଟି ବ୍ୟାଗରୁ 196 କ୍ବିଣ୍ଟାଲ ଆମୋନିୟମ ନାଇଟ୍ରେଟ, 3200ଟି ଗିଲୋଟିନ ଷ୍ଟିକ, 10406ଟି ଡିଟୋନେଟର ଜବତ ହୋଇଛି । ଏଭଳି ବିସ୍ଫୋରକ ସାମଗ୍ରୀ ରଖିବା ଓ ବେପାର କରିବା ଅଭିଯୋଗରେ ସରୋଜ କୁମାର ପଟ୍ଟନାୟକକୁ ଗିରଫ କରାଯାଇଛି ।

ଜବତ ହୋଇଥିବା ସାମଗ୍ରୀ ବମ୍‌ ତିଆରି କରିବାରେ ବ୍ୟବହାର କରାଯାଏ ବୋଲି ଜଣାପଡିଛି । ଖୋର୍ଦ୍ଧା ଅଞ୍ଚଳରେ ପଥର ଖଣି ଫଟାଇବା ଲାଗି ଏସବୁ ବ୍ୟବହାର ହେଉଥିବାବେଳେ ଏସଟିଏଫ ଏହାର ଖୋଳତାଡ କରି ଗୋପାଳପୁରରେ ପହଞ୍ଚିଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗଂଜାମରୁ ବିପୁଳ ପରିମାଣର ବିସ୍ଫେରକ ଦ୍ରବ୍ଯ ଜବତ
Body:
ଗଂଜାମରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରି ଜବତ।ବେଆଇନ ବିସ୍ଫୋରକ ସାମଗ୍ରି ଜବତ କରିଛି ଏସଟିଏଫ ଟିମ।ଗଂଜାମ ଜିଲ୍ଲା ରମ୍ଭା ଥାନା ଅଂଚଳର ଗୋପାଳପୁରରୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ ଟିମ।୩୯୨ ଟି ବ୍ଯାଗରୁ ୧୯୬ କ୍ବିଣ୍ଟାଲ ଆମୋନିୟମ ନାଇଟ୍ରେଟ।୩୨୦୦ଟି ଗିଲାଟିନ ଷ୍ଟିକ,୧୦୪୦୬ଟି ଡିଟୋନେଟର ଜବତ ହୋଇଛି।ବେଆଇନନ ଭାବେ ଘରେ ରଖିବା ଓ ବେପାର କରିବା ଅଭିଯୋଗରେ ସରୋଜ କୁମାର ପଟ୍ଟନାୟକକୁ ଗିରଫ କରିଛି ଏସଟିଏଫ ଟିମ।ଯାହାକି ଏସବୁ ବିସ୍ଫୋରକ ସାମଗ୍ରିକୁ ବମ ତିଆରି କରିବା ପଥର ପାହାଡ ଫଟାଇବା ଏବଂ ବେଆଇନ କାର୍ଯରେ ବ୍ଯବହାର କରାଯାଇଥାଏ। ତେବେ ଏନେଇ ଏସଟିଏଫ ହାତରେ ସୁଚନା ମିଳିଥିଲା।ଖୋର୍ଦୀ ଅଂଚଳରେ ପଥର ଖଣିରେ ବ୍ସବହାର ପାଇଁ ଏସବୁ ବ୍ଯବହାର ହେଉଥିବା ବେଳେ ଯାହାର ସୁରାକ ଲଗାଇ ତନାଘନା ବେଳେ ଏସୁର ସୁରାକ ଲାଗିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.