ETV Bharat / city

ବାଚସ୍ପତିଙ୍କ ରୁଲିଂ ପରେ ବିଧାନସଭା ସ୍ବାଭାବିକ

author img

By

Published : Nov 25, 2019, 5:32 PM IST

ଜଗତସିଂହପୁର ନାବାଳିକା ଦୁଷ୍କର୍ମ ଆତ୍ମହତ୍ୟା ଘଟଣାରେ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।

ବିଧାନସଭା ସ୍ବାଭାବିକ

ଭୁବନେଶ୍ବର: ଜଗତସିଂହପୁର ଘଟଣାରେ ବାଚସ୍ପତି ସରକାରଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ରୁଲିଂ ଦେଇଛନ୍ତି । ବାଚସ୍ପତିଙ୍କ ରୁଲିଂ ପରେ ସ୍ବାଭାବିକ ହୋଇଛି ବିଧାନସଭା । ଏଥିସହ ବ୍ୟୟମଞ୍ଜୁରୀ ବିଲ ଉପରେ ବିଧାନସଭାରେ ଆଲୋଚନା ଆରମ୍ଭ ହୋଇଛି। ଆଜି ବ୍ୟୟମଞ୍ଜୁରୀ ବିଲ ବିଧାନସଭାର ମଞ୍ଜୁରୀ ଲାଭ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାର

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.