ETV Bharat / city

ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ଛୁଟି କାଟିଲା ଉଚ୍ଚ ଶିକ୍ଷା ବିଭାଗ

ଅଫିସକୁ ବିଳମ୍ବରେ ଆସୁଥିବାରୁ ଉଚ୍ଚଶିକ୍ଷା ବିଭାଗ ବିଭାଗୀୟ କର୍ମଚାରୀଙ୍କ ଛୁଟି କାଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 27, 2019, 10:56 AM IST

ଭୁବନେଶ୍ବର: ଅଫିସକୁ ବିଳମ୍ବରେ ଆସୁଥିବାରୁ ଉଚ୍ଚଶିକ୍ଷା ବିଭାଗ, ବିଭାଗୀୟ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କର୍ମଚାରୀଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ ସଚିବ, ସେକ୍ସନ ଅଫିସର ରହିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କ ବାର୍ଷିକ ଛୁଟିରୁ ବିଳମ୍ବରେ ଆସିଥିବା ଦିନ ଗୁଡିକୁ କଟାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ତାଲିକାରେ ଉଚ୍ଚଶିକ୍ଷା ବିଭାଗର 19 ଜଣ କର୍ମଚାରୀଙ୍କର ଛୁଟି କଟିଛି। ଉପ-ସଚିବ ପ୍ରାଣବନ୍ଧୁ ରାଉତଙ୍କ ସର୍ବାଧିକ 5 ଦିନ ଛୁଟି କଟିଥିବା ବେଳେ ସେକ୍ସନ ଅଫିସର ବଂଶୀଧର ମହାନ୍ତିଙ୍କ 4 ଦିନ, ଯୁଗ୍ମ ସଚିବ ରଞ୍ଜିତା ରଥଙ୍କ 3ଦିନ ଓ ଅନ୍ୟମାନଙ୍କର ଦିନେ ଓ ଦୁଇ ଦିନ ଲେଖାଁଏ ଛୁଟି କଟାଯାଇଛି।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶେଷରେ ବାବୁଙ୍କ ବିରୋଧରେ କଠୋର ହ୍ରଲ ଉଚ୍ଚ ଶିକ୍ଷା ବିଭାଗ। ଅଫିସକୁ ବିଳମ୍ବରେ ଆସୁଥିବା ଅଧିକାରୀ ଓ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ। ବିଳମ୍ବରେ ଅଫିସ ଆସୁଥିବା ବାବୁଙ୍କ ମଧ୍ୟରେ ବଡ ମୁଣ୍ଡ ବି ରହିଛନ୍ତି। ବିଭାଗର ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ ସଚିବ, ସେକ୍ସନ ଅଫିସର ରହିଛନ୍ତି। ସେମାନଙ୍କ ତାଲିକା ପ୍ରକାଶ ପାଇଛି। ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ରେ କୁହାଯାଇଛି, କି ଯେଉଁମାନେ ବିଳମ୍ବରେ ଆସିଛନ୍ତି ସେମାନଙ୍କ ଛୁଟିରୁ ଏହା କଟା ଯିବ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.