ETV Bharat / city

ଆରଟିଓରେ ବଢୁଛି ଭିଡ଼, ଗୋଟିଏ ଧାଡ଼ିରେ ପୁରୁଷ ଓ ମହିଳା - ମହିଳାଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ୟବସ୍ଥା

ଟ୍ରାଫିକ ଆଇନ ଲାଗୁପରେ ଆରଟିଓରେ ବଢୁଛି ଭିଡ । ମହିଳାଙ୍କ ପାଇଁ ହେଉନି ସ୍ୱତନ୍ତ୍ର ଧାଡି । ଗୋଟିଏ ଧାଡ଼ିରେ ଉଭୟ ପୁରୁଷ ଓ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Sep 14, 2019, 11:55 PM IST

ଭୁବନେଶ୍ବର:ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହାଇଚଇ । ଏପଟେ ଆରଟିଓ କାର୍ଯ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଦିନକୁ ଦିନ ବଢ଼ୁଛି ଭିଡ଼ । ହେଲେ ମହିଳାଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ୟବସ୍ଥା । 3 ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜ ପତ୍ର ଠିକ କରିବା ଲାଗି ଅଣ ନିଶ୍ବାସି ହୋଇ ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଦୌଡୁଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ବିଶେଷ କରି ଆରଟିଓ କାର୍ଯ୍ୟାଳୟରେ ଏବେ ଦେଖିବାକୁ ମିଳିଛି ଅଧିକ ଭିଡ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଧାଡିର ବ୍ୟବସ୍ଥା କରାଯାଇନାହିଁ । ଫଳରେ ପୁରୁଷଙ୍କ ଧାଡିରେ ଛିଡା ହେବା ଲାଗି ମନେ କରୁଛନ୍ତି ମହିଳା । ମନରେ ଅସନ୍ତୋଷ ଥିଲେ ମଧ୍ୟ ପୁରୁଷଙ୍କ ଧାଡିରେ ଛିଡା ହେବା ଏକ ପ୍ରକାରର ବାଧ୍ୟ ବାଧ୍ୟକତା ସାଜିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆରଟିଓରେ ବଢୁଛି ଭିଡ, ମହିଳାଙ୍କ ପାଇଁ ହେଉନି ସ୍ୱତନ୍ତ୍ର ଧାଡି।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହାଇଚଇ। ଆର ଟି ଓ ଲମ୍ବା ଲାଇନ। ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଧାଡି କରାଯାଇନାହିଁ। ଏତେ ଭିଡ ଭିତରେ ମହିଳା କି ଯୁବତୀ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି।ଏ ହେଉଛି ଆର ଟି ଓ ୧ ର ଭିଡ଼ିଓ।

Body:
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହାଇଛାଇ। 3 ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜ ପତ୍ର ଠିକ କରିବା ଲାଗି ଅନାନିଶ୍ୱାସୀ ହୋଇ ବିଭିନ୍ନ ଆର ଟି ଓ କାର୍ଯ୍ୟାଳୟ ଦୌଡୁଛନ୍ତି। ବିଶେଷ କରି ଆର ଟି ଓ ରେ ଅଧିକ ଭିଡ ରହୁଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡୁଛି। କିନ୍ତୁ ମହିଳା କି ଯୁବତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଧାଡି ର ବ୍ୟବସ୍ଥା କରାଯାଇନାହିଁ । ଫଳରେ ପୁରୁଷଙ୍କ ଧାଡି ରେ ଛିଡା ହେବା ଲାଗି ଅସ୍ୱାଭାବିକ ଲାଗୁଥିଲର ମଧ୍ୟ କିଛି କରିପାରୁନହାନ୍ତି ମହିଳା ମାନେ। ମନରେ ଅସନ୍ତୋଷ ଥିଲେ ମଧ୍ୟ ପୁରୁଷଙ୍କ ଧାଡିରେ ଛିଡା ହେବା ଏକ ପ୍ରକାରର ବାଧ୍ୟତା ମୂଳକ।

ଏତେ ମାତ୍ର ରେ ଭିଡ ହେଉଥିବା ବେଳେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଧାଡି କରିବାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ମହିଳା ମାନେ। ପୁରୁଷଙ୍କ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ଏକ ପ୍ରକାରର ଅସ୍ୱାଭାବିକ ଅଟେ। ତେଣୁ ଯେତେବେଳେ ଆର ଟି ଓ ର କର୍ମଚାରୀ ଦେଖୁଛନ୍ତି ସେହି ସମୟରେ ମହିଳା କି ଯୁବତୀ ମାନଙ୍କର ପ୍ରଥମେ କରିବାକୁ ନିର୍ଦେଶ ଦେଉଛନ୍ତି ବୋଲି କୁହନ୍ତି ଲମ୍ବା ଧାଡି ରେ ରହିଥିବା ଯୁବତୀ ମନେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.