ETV Bharat / city

Union Budget: ମହାମାରୀ କାଳରେ ବଜେଟକୁ ନେଇ ଆଶାବାଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞ

କରୋନା ସମୟରେ ସ୍ୱାସ୍ଥ୍ୟ ବଜେଟକୁ କୁ ନେଇ ଆଶାବାଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞ। ମଙ୍ଗଳବାର ଚଳିତ ବର୍ଷର ବଜେଟ ଉପସ୍ଥାପନ କରାଯିବ । ଚଳିତ ବଜେଟରେ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯିବ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଅଧିକ ପଢନ୍ତୁ

ମହାମାରୀ କାଳରେ ବଜେଟକୁ ନେଇ ଆଶାବାଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞ

author img

By

Published : Jan 31, 2022, 10:36 PM IST

ଭୁବନେଶ୍ବର : କରୋନା ସମୟରେ ସ୍ୱାସ୍ଥ୍ୟ ବଜେଟକୁ କୁ ନେଇ ଆଶାବାଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞ। ଆସନ୍ତାକାଲି(ମଙ୍ଗଳବାର) ଚଳିତ ବର୍ଷର ବଜେଟ ଉପସ୍ଥାପନ କରାଯିବ। ଚଳିତ ବଜେଟରେ ସ୍ୱାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯିବ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ରାଜ୍ୟରେ ଯେଉଁ ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ମାତ୍ରାରେ ଚିକିତ୍ସା ଲୋକଙ୍କୁ ଯୋଗାଇ ଦିଆଯିବା ସହ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ଭାବରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ସେନେଇ ନଜର ରଖିବା ଆବଶ୍ୟକ।

ମହାମାରୀ କାଳରେ ବଜେଟକୁ ନେଇ ଆଶାବାଦୀ ସ୍ୱାସ୍ଥ୍ୟ ବିଶେଷଜ୍ଞ

ସ୍ୱାସ୍ଥ୍ୟ ପାଇଁ ଯେଉଁ ବଜେଟ କରାଯାଉଛି ସେଥିରେ ଆମ ରାଜ୍ୟ ପାଇଁ ଅଭାବ ରହିଯାଉଛି। ବିଗତ ଦୁଇ ବର୍ଷ ହେବ କରୋନା କାଳରେ ସ୍ୱାସ୍ଥ୍ୟ ଖର୍ଚ୍ଚ ଦୁଇ ଗୁଣ ବଢିଯାଇଛି। କୋରୋନାରେ ବହୁତ ବ୍ୟୟ ବହୁଳ ଖର୍ଚ୍ଚ ମଧ୍ୟ କରାଯାଇଛି। ଏବେ ଯଦି ବଜେଟରେ ସ୍ବାସ୍ଥ୍ୟ ପାଇଁ ଅଧିକ ବଜେଟ କରାଯାଆନ୍ତା । ସ୍ବାସ୍ଥ୍ୟ ସେବା ଅଧିକ ଉତ୍ତମ ହୋଇପାରନ୍ତା । ତେବେ ରାଜ୍ୟ ପାଇଁ କୋଭିଡ ମହାମାରୀ ସହ ଲଢେ଼ଇ ପାଇଁ ସହାୟକ ହୁଅନ୍ତା ।

ଏହାବି ପଢନ୍ତୁ : ଗୁଜୁରାଟ ଉପକୂଳରୁ ଜଣେ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ, ୩ ବୋଟ ଜବତ

ସାଧାରଣ ଜନତା ମଧ୍ୟ ଏଥିରେ ବହୁତ ଉକୃତ ହେବେ। ସ୍ୱାସ୍ଥ୍ୟ ବଜେଟ କ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଇଛି। ଓଡିଶାରେ ବହୁତ ସିଏଚସି ରହିଛି। ଯେଉଁଠି ଜରୁରୀକାଳୀନ ଚିକିତ୍ସା କରାଯାଇପାରିନାହିଁ।

ରାଜ୍ୟର ଉପାନ୍ତ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। କୋଭିଡ ପରିପ୍ରେକ୍ଷୀରେ ଆମ ରାଜ୍ୟ ଭଲ ପଦର୍ଶନ କରିପାରିଛି । କିନ୍ତୁ ଆଲଗା ରୋଗର ମଧ୍ୟ ସମାଧାନ କରାଯାଉ। ଯଦି ଓଡିଶାକୁ ଆହୁରି ଅଧିକ ବେଜେଟ ଦିଆଯାଆନ୍ତା ତେବେ ଗ୍ରାମାଞ୍ଚଳର ଲୋକମାନେ ଅନେକ ସୁବିଧା ପାଇପାରିବେ। କିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଆହୁରି ଆଗକୁ ବଢିବ ତେବେ ବଜେଟ କ୍ଷେତ୍ରରେ ଓଡିଶାକୁ ଆହୁରି ବଢାଯାଉ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ଚୌଧୁରୀ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.