ETV Bharat / city

ଟିକା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରଂଶସା, କହିଲେ ଉପକୃତ ହେବେ ଲୋକ - ଟିକା କିଣିବ ଓଡିଶା

ଟିକାର ଗ୍ଲୋବାଲ ଟେଣ୍ଡର ଦ୍ୱାରା ଅନେକ ଲୋକ ଉପକୃତ ହେବ । ଏନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ..

ଟିକା ଗ୍ଲୋବାଲ ଟେଣ୍ଡର  ପ୍ରକ୍ରିୟାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରଂଶସା,  କହିଲେ ଉପକୃତ ହେବେ ଲୋକ

author img

By

Published : May 15, 2021, 7:51 PM IST

ଭୁବନେଶ୍ବର: ଟିକାର ଗ୍ଲୋବାଲ ଟେଣ୍ଡର ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏ ନେଇ ମତ ରଖି ସ୍ବାସ୍ଥ୍ୟ ଓ ବିଶେଷଜ୍ଞ କହିଛନ୍ତି କି ଏହା ଏକ ଭଲ ପଦକ୍ଷେପ । ହେଲେ ଏହାକୁ ଆହୁରି ବହୁତ ଆଗକୁ କରିବା ଆବଶ୍ୟକ ଥିଲା । ଗ୍ଲୋବାଲ ଟେଣ୍ଡିଂ ଦ୍ବାରା ଟିକାର ସଙ୍କଟ ଦେଖାଦେବ ନାହିଁ ।

ଟିକା ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରଂଶସା, କହିଲେ ଉପକୃତ ହେବେ ଲୋକ

ସମସ୍ତେ ଟିକା ନେବା ଜରୁରୀ ଅଟେ। ଏଣୁ ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ତୀବ୍ର କରିବାକୁ ସରକାର ଏହାର ଗ୍ଲୋବାଲ ଟେଣ୍ଡରିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇଟି କମିଟ ଗଠନ କରାଯାଇଛି। ଗୋଟିଏ ଟେକନିକାଲ କମିଟ ଦ୍ୱିତୀୟଟି ମ୍ୟାନେଜମେଣ୍ଟ କମିଟ ଗଠନ ହୋଇଛି। ଏହା ମଧ୍ୟରେ ଟେଣ୍ଡରିଂ ପକ୍ରିୟାରେ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ଟେଣ୍ଡରିଂ ମାଧ୍ୟମରେ ରାଜ୍ୟ ସରକାର 3 କୋଟି 79 ଲକ୍ଷ ପାଖାପାଖି ଟିକା ଡୋଜ କିଣିବାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଗ୍ଲୋବାଲ ଟେଣ୍ଡରିଂ ଗୋଟେ ଭଲ ପଦକ୍ଷପ। ଏହା ବହୁ ଆଗରୁ ହେବା ଆବଶ୍ୟକତା ଥିଲା। ଏହା ଦ୍ୱାରା ଅନେକ ଟିକା ବଜାରକୁ ଆସିଯିବ। ଯାହା ଫଳରେ ଲୋକଙ୍କ ପାଖରେ ଏହା ଶୀଘ୍ର ପହଞ୍ଚିପାରିବ। ଫଳରେ ସବୁ ଲୋକଙ୍କ ଟୀକାକରଣ ହୋଇପାରିବ । ଏଥିସହ ବିଦେଶୀ ଟିକା ରାଜ୍ୟରେ ଉପଲବ୍ଧ ହୋଇପାରିବ। ଯେହେତୁ ଆମ ଦେଶରେ ଗ୍ରୀଷ୍ମପ୍ରବାହ ଦେଶ ତେଣୁ ଏହାକୁ କୋଲ୍ଡ ଚେନ ରୁମରେ ରଖାଯାଇପାରିବ। ଵିଦେଶୀ ଟିକା ଆସିଲେ ଦେଶକୁ ଅନେକ ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ରାକେଶ ରୋଷନ ପ୍ରଧାନ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.