ETV Bharat / city

20 ଟଙ୍କାରୁ 2 ଲକ୍ଷ, ଅକ୍ଲାନ୍ତ ପରିଶ୍ରମ ଦେଇଛି ସଫଳତାର ସ୍ବାଦ - 20 ଟଙ୍କାରୁ 2 ଲକ୍ଷର ଯାତ୍ରା

2013 ମସିହାରେ 20 ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଥିଲେ ବ୍ୟବସାୟ । ବାହାର ରାଜ୍ୟରେ ଏବେ ବଢୁଛି ତାଙ୍କ ବ୍ୟବସାୟର ଚାହିଦା ।

mission shakti
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 16, 2019, 12:21 PM IST

ଭୁବନେଶ୍ବର: 20 ଟଙ୍କାରୁ ଆରମ୍ଭ ହୋଇଥିଲା ବ୍ୟବସାୟ । ଆଉ ଏବେ ଏହା 2 ଲକ୍ଷରୁ ଉର୍ଦ୍ଧ୍ବରେ ପହଞ୍ଚିଲାଣି । ଅକ୍ଲାନ୍ତ ପରିଶ୍ରମ ସହ ନିଜର ଦୃଢ ଆତ୍ମବିଶ୍ବାସ ହିଁ ସେମାନଙ୍କୁ ଆଜି ଉନ୍ନତି ପଥରେ ପହଞ୍ଚାଇଛି । ଆଉ ତାଙ୍କର ହାତ ତିଆରି ସାମଗ୍ରୀ ଓଡିଶା ସହ ଅନ୍ୟ ରାଜ୍ୟରେ ବେଶ ଆଦର ଲାଭ ପାଇପାରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାମୁତାବକ, ପୁରୀ ରଘୁରାଜପୁର ଅଞ୍ଚଳର ଶୁଶାନ୍ତି ସ୍ବାଇଁ ଓ 20 ଜଣ ମହିଳା 2013 ମସିହାରେ ଏକାଠି ହୋଇ ଆରମ୍ଭ କରିଥିଲେ ଗୋପାଳଜୀ ନାରୀ ଶକ୍ତି । କପର ଫଏଲ ପେଣ୍ଟିଙ୍ଗ, ପଟଚିତ୍ର ଆଦି କାମକୁ ଆପଣେଇ ନିଜ ଅଞ୍ଚଳରେ ଆରମ୍ଭ କରିଦେଇଥିଲେ କାମ । ପ୍ରତ୍ୟେକ 20 ଟଙ୍କା ଲୋଖାଏଁ ଆଦାୟ କରି ନିଜର ବ୍ୟବସାୟ ଆରମ୍ଭ କରିଥିବା କୁହନ୍ତି ସୁଶାନ୍ତି । ଆଉ ଏବେ ତାଙ୍କର କାମର ପ୍ରଶଂସା ହେବା ସହ ତାଙ୍କର କଳାକୃତି ରାଜ୍ୟ ତଥା ରାଜ୍ୟ ବାହାରକୁ ବ୍ୟାପିଲାଣି ।

ଏପରିକି ପ୍ରତିବର୍ଷ ରାଜ୍ୟ ବାହାରୁ ବାର୍ଷିକ 10 ରୁ 12 ଲକ୍ଷ ଟଙ୍କାର ଅର୍ଡର ଆସୁଛି । ମାସିକ 10 ହଜାର ଟଙ୍କାର ରୋଜଗାର କରି ନିଜର ପରିବାରର ଭରଣ ପୋଷଣ କରିପାରୁଛନ୍ତି ଏହି ସମିତିର ପ୍ରତ୍ୟେକ ମହିଳା । ବର୍ତ୍ତମାନ ଏହି ମହିଳା ମାନେ ଭୁବନେଶ୍ବର ସ୍ଥିତ ମିଶନ ଶକ୍ତି ମେଳାରେ ଆସି ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:20 ଟଙ୍କା ରୁ ଆରମ୍ଭ ହୋଇ ପହଂଚିଲାଣି 20 ଲକ୍ଷ ଟଙ୍କା ରେ, ପୁରୀ ରଘୁରାଜ ପୁର ଅଂଚଳର ର ଶୁଶାନ୍ତି ସ୍ୱାଇଁ ଓ 20 ଜଣ ମହିଳା 2013 ମସିହାରେ ଏକାଠି ହୋଇ ଆରମ୍ଭ କରି ଥିଲେ ଗୋପାଳଜୀ ନାରୀ ଶକ୍ତି। କପର ଫଏଲ ପେଣ୍ଟିଙ୍ଗ, ପଟଚିତ୍ର ଆଦି କାମ କୁ ଆପଣେଇ ନିଜ ଅଞ୍ଚଳରେ କାମ ଆରମ୍ଭ କରିଥିଲେ। ପ୍ରତେକ 20 ଟଙ୍କା ଲୋଖାଏ ଆଦାୟ କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଆଉ ଏବେ ତାଙ୍କର କାମ ର ପ୍ରଶଂସା ହେବା ସହ ତାଙ୍କର କଳାକୃତି ରାଜ୍ୟ ତଥା ରାଜ୍ୟ ବାହାର କୁ ବ୍ୟାପିଲାଣି। ଏମିତି କି ପ୍ରତି ବର୍ଷ ରାଜ୍ୟ ବାହାରୁ ବର୍ଷିକ 10 ରୁ 12 ଲକ୍ଷ ଟଙ୍କା ର ଅଡ଼ର ଆସୁଛି, ମାସିକ 10 ହଜାର ଟଙ୍କା ର ରୋଜଗାର କରି ନିଜର ପରିବାର ର ଭରଣ ପୋଷଣ କରି ପାରୁଛନ୍ତି ଏହି ସମିତି ର ପ୍ରତେକ ମହିଳା। ବର୍ତ୍ତମାନ ଏହି ମହିଳା ମାନେ ଭୁବନେଶ୍ୱର ସ୍ତିତ ମିଶନ ଶକ୍ତି ମେଳା ରେ ଆସି ବେଶ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରି ପାରିଛନ୍ତି।

ବାଇଟ ଶୁଶାନ୍ତି ସ୍ୱାଇଁ
ସଦସ୍ୟା,
ଗୋପାଳଜୀ ନାରୀ ଶକ୍ତି

Body:20 ଟଙ୍କା ରୁ ଆରମ୍ଭ ହୋଇ ପହଂଚିଲାଣି 20 ଲକ୍ଷ ଟଙ୍କା ରେ ପୁରୀ ଜିଲ୍ଲାର ଗୋପାଳଜୀ ନାରୀ ଶକ୍ତି ମହିଳା ସଂଗଠନ

20 ଟଙ୍କା ରୁ ଆରମ୍ଭ ହୋଇ ପହଂଚିଲାଣି 20 ଲକ୍ଷ ଟଙ୍କା ରେ, ପୁରୀ ରଘୁରାଜ ପୁର ଅଂଚଳର ର ଶୁଶାନ୍ତି ସ୍ୱାଇଁ ଓ 20 ଜଣ ମହିଳା 2013 ମସିହାରେ ଏକାଠି ହୋଇ ଆରମ୍ଭ କରି ଥିଲେ ଗୋପାଳଜୀ ନାରୀ ଶକ୍ତି। କପର ଫଏଲ ପେଣ୍ଟିଙ୍ଗ, ପଟଚିତ୍ର ଆଦି କାମ କୁ ଆପଣେଇ ନିଜ ଅଞ୍ଚଳରେ କାମ ଆରମ୍ଭ କରିଥିଲେ। ପ୍ରତେକ 20 ଟଙ୍କା ଲୋଖାଏ ଆଦାୟ କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଆଉ ଏବେ ତାଙ୍କର କାମ ର ପ୍ରଶଂସା ହେବା ସହ ତାଙ୍କର କଳାକୃତି ରାଜ୍ୟ ତଥା ରାଜ୍ୟ ବାହାର କୁ ବ୍ୟାପିଲାଣି। ଏମିତି କି ପ୍ରତି ବର୍ଷ ରାଜ୍ୟ ବାହାରୁ ବର୍ଷିକ 10 ରୁ 12 ଲକ୍ଷ ଟଙ୍କା ର ଅଡ଼ର ଆସୁଛି, ମାସିକ 10 ହଜାର ଟଙ୍କା ର ରୋଜଗାର କରି ନିଜର ପରିବାର ର ଭରଣ ପୋଷଣ କରି ପାରୁଛନ୍ତି ଏହି ସମିତି ର ପ୍ରତେକ ମହିଳା। ବର୍ତ୍ତମାନ ଏହି ମହିଳା ମାନେ ଭୁବନେଶ୍ୱର ସ୍ତିତ ମିଶନ ଶକ୍ତି ମେଳା ରେ ଆସି ବେଶ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରି ପାରିଛନ୍ତି।

ବାଇଟ ଶୁଶାନ୍ତି ସ୍ୱାଇଁ
ସଦସ୍ୟା,
ଗୋପାଳଜୀ ନାରୀ ଶକ୍ତି

Conclusion:20 ଟଙ୍କା ରୁ ଆରମ୍ଭ ହୋଇ ପହଂଚିଲାଣି 20 ଲକ୍ଷ ଟଙ୍କା ରେ ପୁରୀ ଜିଲ୍ଲାର ଗୋପାଳଜୀ ନାରୀ ଶକ୍ତି ମହିଳା ସଂଗଠନ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.