ETV Bharat / city

ନୂଆ ମୋଟରଯାନ ଆଇନ ସଂଶୋଧନ ଦାବି: ରାଜଧାନୀରେ ବିକ୍ଷୋଭ - ନୂଆ ମୋଟର ଯାନ ଆଇନ

ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ନେଇ ତାତିଛନ୍ତି ସାଧାରଣ ଜନତା ବେଆଇନ ଗିରଫ ବନ୍ଦ କରିବା ସହ ଆଦାୟ କରିଥିବା ଫାଇନ ତୁରନ୍ତ ଫେରସ୍ତ କରିବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 12, 2019, 9:04 PM IST

ଭୁବନେଶ୍ବର: ଚଳିତ ମାସରୁ କାର୍ଯ୍ୟକାରୀ ହୋଇଥିବା ନୂଆ ମୋଟରଯାନ ଆଇନକୁ ନେଇ ଦିନକୁ ଦିନ ବଢୁଛି ବିବାଦ । ଯଦିଓ ଲୋକଙ୍କର ଅସନ୍ତୋଷକୁ ଦେଖି ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି 3ମାସ ପର୍ଯ୍ୟନ୍ତ ନୂଆ ଆଇନକୁ କୋହଳ କରିଛନ୍ତି । ଏହାସତ୍ତ୍ବେ ଲୋକଙ୍କର କ୍ରୋଧ କମିନାହିଁ । ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ସାଧାରଣ ଜନତା ହଙ୍ଗାମା କରିଛନ୍ତି । ତୁରନ୍ତ ନୂଆ ମୋଟର ଯାନ ଆଇନକୁ ସଂଶୋଧନ କରିବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହାସହ ଯେଉଁ ଫାଇନ ଆଦାୟ କରାଯାଇଛି ତାକୁ ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ଏବଂ ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ ଘଟଣାରେ ପୋଲିସ ଏବେ ଯେଉଁ ଭାବେ ଲୋକଙ୍କୁ ଗିରଫ କରୁଛି ତାହାକୁ ତୁରନ୍ତ ବନ୍ଦ କରିବା ସହ ଯେଉଁମାନଙ୍କୁ ଗିରଫ କରାଯାଇଛି ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି ଜନତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପୁଣି ଥରେ ଜନତା ଙ୍କ ପ୍ରତିବାଦ ଚକଲେଟ ଓ ଫୁଲ ନ ବାଣ୍ଟି ଲୋକଙ୍କୁ ସଚେତନ କରନ୍ତୁ ଓ ନିୟମ ରେ ସୁଧାର ଆଣନ୍ତୁ ବୋଲି ଆଜି ଭୁବନେଶ୍ୱର ରେ ଜନତା ଙ୍କ ପ୍ରତିବାଦ ଦେଖିବା କୁ ମିଳିଛି। କିଛିଦିନ ତଳେ ସରକାର ଲୋକ ଙ୍କ ଠାରୁ ପୁଳା ପୁଳା ପଇସା ଚାଲାଣ ବାବଦ ଭାବରେ ନେଇଛନ୍ତି ସେ ସବୁ କୁ ଲୋକଙ୍କୁ ତାହା କେବେ ଫେରାଇବେ ବୋଲି ଭୁବନେଶ୍ବର ଲେୟର ପିଏମଜି ଠାରେ ଲୋକଙ୍କ ପ୍ରତିବାଦ ଦେଖିବା କି ମିଳିଥିଲା। ରାଜ୍ୟ ସରକାର ନିୟମ ଲାଗୁ କରିବା ପୂର୍ବରୁ ଲୋକଙ୍କୁ ଅବଗତ ନ କରାଇ ସିଧା ସିଧା ଚଲାଣ କରିବା ତା ପରେ ତିନି ମାସ ଟ୍ରାଫିକ ନିୟମ କୁ ଲୋହକ କରିବା ଏକ ନିନ୍ଦନୀୟ ଘଟଣା ବୋଲି ସାଧାରଣ ଲୋକେ ମତ ରଖିଛନ୍ତି। ଅପର ପକ୍ଷେ 2019 ମେଟର ଆଇନ କୁ ଶଂଷେଧନ କରିବା ଦରକାର ବୋଲି ମଧ୍ୟ କୁହାଯାଇଛିBody:ପୁଣି ଥରେ ଜନତା ଙ୍କ ପ୍ରତିବାଦ ଚକଲେଟ ଓ ଫୁଲ ନ ବାଣ୍ଟି ଲୋକଙ୍କୁ ସଚେତନ କରନ୍ତୁ ଓ ନିୟମ ରେ ସୁଧାର ଆଣନ୍ତୁ ବୋଲି ଆଜି ଭୁବନେଶ୍ୱର ରେ ଜନତା ଙ୍କ ପ୍ରତିବାଦ ଦେଖିବା କୁ ମିଳିଛି। କିଛିଦିନ ତଳେ ସରକାର ଲୋକ ଙ୍କ ଠାରୁ ପୁଳା ପୁଳା ପଇସା ଚାଲାଣ ବାବଦ ଭାବରେ ନେଇଛନ୍ତି ସେ ସବୁ କୁ ଲୋକଙ୍କୁ ତାହା କେବେ ଫେରାଇବେ ବୋଲି ଭୁବନେଶ୍ବର ଲେୟର ପିଏମଜି ଠାରେ ଲୋକଙ୍କ ପ୍ରତିବାଦ ଦେଖିବା କି ମିଳିଥିଲା। ରାଜ୍ୟ ସରକାର ନିୟମ ଲାଗୁ କରିବା ପୂର୍ବରୁ ଲୋକଙ୍କୁ ଅବଗତ ନ କରାଇ ସିଧା ସିଧା ଚଲାଣ କରିବା ତା ପରେ ତିନି ମାସ ଟ୍ରାଫିକ ନିୟମ କୁ ଲୋହକ କରିବା ଏକ ନିନ୍ଦନୀୟ ଘଟଣା ବୋଲି ସାଧାରଣ ଲୋକେ ମତ ରଖିଛନ୍ତି। ଅପର ପକ୍ଷେ 2019 ମେଟର ଆଇନ କୁ ଶଂଷେଧନ କରିବା ଦରକାର ବୋଲି ମଧ୍ୟ କୁହାଯାଇଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.