ETV Bharat / city

Gayatri Mishra In Odisha; ଓଡିଶାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ, ଟୀକାକରଣର କରୁଛନ୍ତି ସମୀକ୍ଷା - Joint Secretary of Health ministry in Odisha

ଓଡ଼ିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଗାୟତ୍ରୀ ମିଶ୍ରା (Gayatri Mishra In Odisha) । ରାଜ୍ୟରେ କିଭଳି ଚାଲିଛି ଟୀକାକରଣ ତାହାର ତଦାରଖ କରିବା ପାଇଁ ସେ ଓଡିଶା ଆସିଛନ୍ତି ।

ଓଡ଼ିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ଶାସନ ସଚିବ : ଟୀକାକରଣର କରୁଛନ୍ତି ସମୀକ୍ଷା

author img

By

Published : Nov 26, 2021, 5:24 PM IST

ଭୁବନେଶ୍ବର: ଓଡ଼ିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଗାୟତ୍ରୀ ମିଶ୍ରା । ରାଜ୍ୟରେ କିଭଳି ଚାଲିଛି ଟୀକାକରଣ (Odisha Vaccination) ତାହାର ତଦାରଖ କରିବା ପାଇଁ ସେ ଓଡିଶା ଆସିଛନ୍ତି । ଆଜି କଟକ ଜିଲ୍ଲା ଗସ୍ତରେ ରହିଛନ୍ତି ସେ । ଗୁରୁବାର ପୁରୀ ଜିଲ୍ଲାରେ କିଭଳି ହେଉଥିଲା ଟୀକାକରଣ ତାହା ତଦାରଖ କରିଥିଲେ।

ଓଡ଼ିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ଶାସନ ସଚିବ : ଟୀକାକରଣର କରୁଛନ୍ତି ସମୀକ୍ଷା

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 4 କୋଟି 25 ଲକ୍ଷ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ 85 ପ୍ରତିଶତ ପ୍ରଥମ ଡୋଜ ଏବଂ 46 ପ୍ରତିଶତ ଦ୍ୱିତୀୟ ଡୋଜ ଦିଆସରିଛି । ଡିସେମ୍ବର ମାସ ସୁଦ୍ଧା ପ୍ରଥମ ଡୋଜ ଶତ ପ୍ରତିଶତ କରାଯିବା ନେଇ ଲକ୍ଷ୍ୟ ରହିଛି । ଚଳିତ ମାସ ସୁଦ୍ଧା 90 ପ୍ରତିଶତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । କୋଭିଡ ଟୀକାକରଣ ଲାଗି ଚଳିତ ମାସ 3 ତାରିଖରୁ ରାଜ୍ୟରେ ହର ଘର ଦସ୍ତକ କାର୍ଯ୍ୟକ୍ରମ ଚାଲିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.