ETV Bharat / city

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ' - ଲୋକସେବା ଭବନ

ଗଞ୍ଜାମ ଜିଲ୍ଲାରେ ଗତକାଲି ହୋଇଥିବା ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସୋମବାର ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଅଧିକ ଖବର ପଢନ୍ତୁ...

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'
ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'
author img

By

Published : Feb 10, 2020, 12:33 PM IST

Updated : Feb 10, 2020, 2:34 PM IST

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଗତକାଲି ହୋଇଥିବା ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ଘଟଣାର ତଦନ୍ତ ପାଇଁ ସୁପରିଟେଣ୍ଡେଣ୍ଟ
ଇଞ୍ଜିନିୟର ଆଣ୍ଡ ଇଲେକ୍ଟ୍ରିକାଲ ଇନସ୍ପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି । ସେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ।

ଗଞ୍ଜାମ ବସ ଟ୍ରାଜେଡି; 'ଦୋଷୀଙ୍କୁ ଦିଆଯିବ ଉଚିତ ଦଣ୍ଡ'

ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୋମବାର ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ।

ତେବେ କଣ ପାଇଁ ଏତେବଡ ଅଘଟଣ ଘଟିଗଲା ସେନେଇ ବିସ୍ତୃତ ଭାବେ ଏହି ବୈଠକରେ ଆଲୋଚନା କରାଯିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା ର ରଙ୍ଗେଇଲୁଣ୍ଡା ଠାରେ ଗତକାଲି ହୋଇଥିବା ବସ ଦୁର୍ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।ମନ୍ତ୍ରୀ କହିଛନ୍ତି ଯେ

Body:
Superitendent engineer and electrical inspector ଙ୍କୁ ଦାୟୀତ୍ୱ ଦିଆଯାଇଛି ଘଟଣାର ତଦନ୍ତ କରିବା ପାଇଁ। ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା।

Conclusion:ଆଜି ଲୋକସେବା ଭବନରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବୈଠକରେ ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ। କଣ ପାଇଁ ଘଟଣା ଘଟିଲା, ସେଥିପାଇଁ ଆଲୋଚନା ହେବ।
Last Updated : Feb 10, 2020, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.