ETV Bharat / city

ଶୁକ୍ରବାର ରାଜ୍ୟରୁ 3644 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Jun 25, 2021, 7:23 PM IST

Updated : Jun 27, 2021, 7:11 PM IST

ଶୁକ୍ରବାର ରାଜ୍ୟରୁ 3644 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 735 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 60 ହଜାର 142 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଶୁକ୍ରବାର ରାଜ୍ୟରୁ 3644 କୋରୋନା ଆକ୍ରାନ୍ତ ସୁସ୍ଥ
ଶୁକ୍ରବାର ରାଜ୍ୟରୁ 3644 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ମହାମାରୀ କୋରୋନାରୁ ଶୁକ୍ରବାର ରାଜ୍ୟରେ 3644 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 502 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 60 ହଜାର 142 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 27 from Ganjam
    23 from Gajapati
    20 from Jharsuguda
    82 from State Pool

    The total recovered cases of Odisha now stand at 860142

    — H & FW Dept Odisha (@HFWOdisha) June 25, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 193, ବଲାଙ୍ଗୀରରୁ 34, ଝାରସୁଗୁଡ଼ାରୁ 20, ନୂଆପଡ଼ାରୁ 33, ବରଗଡ଼ରୁ 81, ନବରଙ୍ଗପୁରରୁ 99, ସମ୍ବଲପୁରରୁ 45, ଯାଜପୁରରୁ 322, କଳାହାଣ୍ଡିରୁ 35, ମୟୂରଭଞ୍ଜରୁ 110, ରାୟଗଡ଼ାରୁ 111, ଗଞ୍ଜାମରୁ 27, କେନ୍ଦୁଝରରୁ 66, ନୟାଗଡ଼ରୁ 112, ସୋନପୁରରୁ 43, ଜଗତସିଂହପୁରରୁ 118, କୋରାପୁଟରୁ 62, ବାଲେଶ୍ବରରୁ 294, ଭଦ୍ରକରୁ 179, ଗଜପତିରୁ 23, କେନ୍ଦ୍ରାପଡ଼ାରୁ 145, ଦେବଗଡ଼ରୁ 30, କନ୍ଧମାଳରୁ 49, ମାଲକାନଗିରିରୁ 51, ଢ଼େଙ୍କାନାଳରୁ 75, ବୌଦ୍ଧରୁ 45 ଓ ଷ୍ଟେଟ୍‌ ପୁଲ୍‌ରୁ 82 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 110 from Mayurbhanj
    99 from Nabarangpur
    81 from Bargarh
    75 from Dhenkanal
    74 from Sundargarh
    66 from Keonjhar
    62 from Koraput
    51 from Malkangiri
    49 from Kandhamal
    45 from Boudh
    45 from Sambalpur
    43 from Sonepur
    35 from Kalahandi
    34 from Bolangir
    33 from Nuapada
    30 from Deogarh

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 27, 2021, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.