ETV Bharat / city

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କୋରୋନା ପିଜିଟିଭ - ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପିଜିଟିଭ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ ଚିହ୍ନଟ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗିରିଧାରୀଙ୍କ ପୁଅ ତଥା ବିଜେପି ନେତା ଶିଶିର ଗମାଙ୍ଗ । ଅଧିକ ପଢନ୍ତୁ...

former cm giridhar gamanga covid19 positive
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କୋରୋନା ପିଜିଟିଭ
author img

By

Published : Apr 30, 2021, 4:20 PM IST

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ । ଏନେଇ ତାଙ୍କ ପୁଅ ଶିଶିର ଗମାଙ୍ଗ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରନାରେ ସଂକ୍ରମିତ ହେବା ପରେ ହୋମ ଆଇସୋଲେସନରେ ଅଛନ୍ତି ବରିଷ୍ଠ ବିଜେପି ନେତା । ଗିରିଧର ପିଜିଟିଭ ହେବା ପରେ ପୁଅ, ନାତି ଓ ତାଙ୍କ କର୍ମଚାରୀ ସେଲ୍ଫ ଆଇସୋଲେସନରେ ଅଛନ୍ତି । ତାଙ୍କୁ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ କହିଛନ୍ତି । ଏହା ସହ ସରକାରଙ୍କ ଦ୍ବାରା ଜାରି କରାଯାଇଥିଲା ଗାଇଡଲାଇନ ପାଳନ କରିବା ସହ ମାସ୍କ ସାନିଟାଇଜର ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ।

ସୂଚନାଥାଉକି ରାଜ୍ୟରେ ଦିନକୁ ଦିନ କୋରୋନା ପଜିଟିଭ ବୃଦ୍ଧି ପାଉଛି । ଆଜି ରାଜ୍ୟରେ ଆଠ ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନାକୁ ମୁକାବିଲା କରିବା ପାଇଁ ସରକାର ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.