ETV Bharat / city

ରାସନ କାର୍ଡଧାରୀଙ୍କୁ ସର୍ତକ କଲେ ଯୋଗାଣ ମନ୍ତ୍ରୀ

ଦିନକୁ ଦିନ ଠକାମୀର ଶିକାର ହେବାରେ ଲାଗିଛନ୍ତି ରାଜ୍ୟବାସୀ । ଆଉ ଏଥିରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଟ୍ବିଟ କରି ସର୍ତକ କରାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Jul 17, 2021, 10:04 PM IST

ଠକାମୀରୁ ଦୂରେଇ ରହିବାକୁ ଟ୍ବିଟ ଯୋଗେ ସଚେତନ କରାଇଲେ ମନ୍ତ୍ରୀ

ଭୁବନେଶ୍ବର: ରାସନ କାର୍ଡଧାରୀଙ୍କୁ ସର୍ତକ କରାଇଛନ୍ତି ଯୋଗାଣ ମନ୍ତ୍ରୀ । ଓଡ଼ିଶାର ସମସ୍ତ ରାସନ କାର୍ଡଧାରୀମାନଙ୍କୁ ସଚେତନ ଓ ସତର୍କ ରହିବାକୁ ଟ୍ବିଟ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଇବର ଠକାମୀରୁ ଦୂରେଇ ରହିବାକୁ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

  • ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା @Food_Odisha ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ। ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ। @CMO_Odisha @IPR_Odisha

    — Ranendra Pratap Swain (@rajaaswain) July 17, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା ଖାଦ୍ୟ ଯୋଗାଣ ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ । ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ ।

ରାଜ୍ୟ ସରକାର କିମ୍ବା ବିଭାଗ ଦ୍ଵାରା ଆଧାରକାର୍ଡ କିମ୍ବା ବ୍ୟାଙ୍କର ସବିଶେଷ ସୂଚନା କିମ୍ବା ଓଟିପି ମଗାଯାଏ ନାହିଁ ତେଣୁ ଏଭଳି ଠକାମୀ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.