ଭୁବନେଶ୍ବର: ରାସନ କାର୍ଡଧାରୀଙ୍କୁ ସର୍ତକ କରାଇଛନ୍ତି ଯୋଗାଣ ମନ୍ତ୍ରୀ । ଓଡ଼ିଶାର ସମସ୍ତ ରାସନ କାର୍ଡଧାରୀମାନଙ୍କୁ ସଚେତନ ଓ ସତର୍କ ରହିବାକୁ ଟ୍ବିଟ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଇବର ଠକାମୀରୁ ଦୂରେଇ ରହିବାକୁ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
-
ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା @Food_Odisha ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ। ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ। @CMO_Odisha @IPR_Odisha
— Ranendra Pratap Swain (@rajaaswain) July 17, 2021 " class="align-text-top noRightClick twitterSection" data="
">ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା @Food_Odisha ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ। ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ। @CMO_Odisha @IPR_Odisha
— Ranendra Pratap Swain (@rajaaswain) July 17, 2021ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା @Food_Odisha ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ। ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ। @CMO_Odisha @IPR_Odisha
— Ranendra Pratap Swain (@rajaaswain) July 17, 2021
ଟ୍ବିଟ କରି ମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା ଖାଦ୍ୟ ଯୋଗାଣ ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ । ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ ।
ରାଜ୍ୟ ସରକାର କିମ୍ବା ବିଭାଗ ଦ୍ଵାରା ଆଧାରକାର୍ଡ କିମ୍ବା ବ୍ୟାଙ୍କର ସବିଶେଷ ସୂଚନା କିମ୍ବା ଓଟିପି ମଗାଯାଏ ନାହିଁ ତେଣୁ ଏଭଳି ଠକାମୀ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ