ETV Bharat / city

ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା କଲେ ଇସି - ନିର୍ବାଚନ ଫଳାଫଳ

ରାଜ୍ୟରେ ପ୍ରକାଶ ପାଇଛି ନିର୍ବାଚନ ଫଳାଫଳ । ସବୁଥର ଭଳି ଏଥର ମଧ୍ୟ ବିପୁଳ ବିଧାନସଭା ଆସନରେ ବିଜୟୀ ହୋଇଛି ବିଜେଡି । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ବିଧିବଦ୍ଧ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 24, 2019, 8:06 PM IST

ଭୁବନେଶ୍ବର: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। 6 ମାସ ଧରି ଚାଲିଥିବା ଦେଶର ଏହି ଉତ୍ସବ ପାଇଁ ଚାଲିଥିଲା ବ୍ୟାପକ ପ୍ରସ୍ତୁତି। ତେବେ ଫଳାଫଳ ଘୋଷଣା ପରେ ଏଥିରେ ପୂର୍ଣ୍ଣଛେଦ ପଡିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଫଳ ଘୋଷଣା କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲୋକସଭା ଆସନରେ ବିଜେଡିକୁ 12ଟି, ବିଜେପିକୁ 8ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ସେହିପରି ବିଧାନସଭା ନିର୍ବାଚନ ଫଳାଫଳରେ ବିଜେଡି 112ଟି, ବିଜେପି 23ଟି, କଂଗ୍ରେସ 9ଟି, ସିପିଆଇଏମ ଗୋଟିଏ ଓ ସ୍ବାଧିନରେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏଥିସହ ଶାନ୍ତି ଶୃଙ୍ଖଳାର ସହିତ ପ୍ରକ୍ରିୟା ଶେଷ ହୋଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଯେ, ଗତ 2014 ସାଧାରଣ ନିର୍ବାଚନରେ ବିଜେଡି 117, କଂଗ୍ରେସ16, ବିଜେପି 10 ଆସନ ପାଇଥିଲେ। ପ୍ରାୟ 70 ଲକ୍ଷ ଲୋକ ମତଦାନ ସାବ୍ୟସ୍ତ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

fghf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.