ETV Bharat / city

‘Mr. କହ୍ନେୟା’ ବିବାଦୀୟ ପୋଷ୍ଟର; କଡା ସମାଲୋଚନା କଲେ ଦୂତି - ‘ମିଷ୍ଟର କହ୍ନେୟା’ ପୋଷ୍ଟର

ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଆଗାମୀ ଓଡିଆ ଚଳଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ କଡା ସମାଲୋଚନା କରଛନ୍ତି ଓଡିଆ ଧାବିକା ଦୂତି ଚାନ୍ଦ ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Aug 18, 2019, 12:00 AM IST

ଭୁବନେଶ୍ବର: ପୁଣିଥରେ ବିବାଦା ଘେରରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ । ତାଙ୍କର ଆଗାମୀ ଓଡିଆ ଚଳଚିତ୍ର ‘Mr. କହ୍ନେୟା’ର ପୋଷ୍ଟରକୁ ସୋସିଆଲ ମିଡିଆରେ କଡା ସମାଲୋଚନା କରାଯାଉଛି । ତେବେ ଓଡିଆ ଧାବିକା ଦୂତି ଚାନ୍ଦ ମଧ୍ୟ ଏହି ପୋଷ୍ଟରକୁ କାଡା ସମାଲୋଚନା କରିଛନ୍ତି । ଏହାକୁ ବିରୋଧ କରି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ସହିତ ଭିଡିଓ ମେସେଜ ମାଧ୍ୟମରେ ଏହାକୁ ନିନ୍ଦା କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ‘Mr. କହ୍ନେୟା’ର ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ପପୁ ଓ ପ୍ରଯୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଆସନ୍ତା ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଏହି ଚଳଚିତ୍ର ରିଲିଜ ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।

odia film mr kanhaiya poster
ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ତେବେ ଦୂତି ଏହାକୁ ନିନ୍ଦା କରି କହିଛନ୍ତି, "ପପୁ ଭାଇଙ୍କ ଏହି ପୋଷ୍ଟରୁ ଲାଗୁଛି ନାରୀ ଆଜି ଅବହେଳା ଓ ଦୃର୍ବଳା । ଯାହା ଏବେ ଆଉ ନାହିଁ । ସେହିପରି ପପୁଭାଇଙ୍କ ଅନ୍ୟ କେତେକ ଗୀତରେ ମଧ୍ୟ ନାରୀ ଜାତିକୁ ନିଚ୍ଚା ଦେଖାଯାଇଛି । ତେଣୁ ମୁଁ ଏହାକୁ ଘୋର ବିରୋଧ କରୁଛୁ । ଉକ୍ତ ପୋଷ୍ଟରଟିକୁ ହଟାଯିବା ପାଇଁ ମୁଁ ଦାବି କରୁଛି ।"

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଆ ଫିଲ୍ମ କନେୟ କୁ ନେଇ ଦୁତି ଙ୍କ ତୀବ୍ର ବିରେଧBody:ଓଡ଼ିଆ ଫିଲ୍ମ କନେୟ କୁ ନେଇ ଦୁତି ଙ୍କ ତୀବ୍ର ବିରେଧConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.