ETV Bharat / city

କାର୍ଯ୍ୟରେ ପୁନଃ ଯୋଗଦେଲେ ଡିଜି ଆର.ପି ଶର୍ମା

ପୁନଃ କାର୍ଯ୍ୟରେ ଯୋଗଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପତ୍ନୀଙ୍କ ବିୟୋଗ ଯୋଗୁ ଗତ ୮ ତାରିଖରୁ ଛୁଟିରେ ଥିଲେ ଡିଜି ।

author img

By

Published : Apr 21, 2019, 11:33 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁନଃ କାର୍ଯ୍ୟରେ ଯୋଗଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ପତ୍ନୀଙ୍କ ବିୟୋଗ ଯୋଗୁଁ ଗତ ୮ ତାରିଖରୁ ଛୁଟିରେ ଥିଲେ ଡିଜି । ତେବେ ରବିବାର ସେ ପୁନଃ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ପତ୍ନୀଙ୍କ ବିୟୋଗ ଯୋଗୁଁ ଗତ ୮ ତାରିଖରୁ ଛୁଟିରେ ଥିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଡିଜିଙ୍କ ଛୁଟି ପରେ ନିର୍ବାଚନ ପରିଚାଳନା ଦୃଷ୍ଟିରୁ ଡିଜିଙ୍କ ଦାୟିତ୍ବରେ ଥିଲେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା । ତେବେ ରବିବାର ସନ୍ଧ୍ୟାରେ ଗୃହ ବିଭାଗକୁ ଚିଠି ଜରିଆରେ ଅବଗତ କରି କାର୍ଯ୍ୟରେ ପୁନଃ ଯୋଗଦେବା ନେଇ ଜଣାଇଥିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.