ETV Bharat / city

ବଢୁଛି ମୃତ୍ୟୁସଂଖ୍ୟା; ଦିନକରେ ପୁଣି ଗଲା 43 ଜୀବନ

ଆଜି(ବୁଧବାର) ଦିନକରେ ରାଜ୍ୟରେ ପୁଣି 43 ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ତିନି ହଜାର ପାର ମୃତ୍ୟୁସଂଖ୍ଯା । ଅଧିକ ପଢନ୍ତୁ...

ବଢୁଛି ମୃତ୍ୟୁସଂଖ୍ୟା
ବଢୁଛି ମୃତ୍ୟୁସଂଖ୍ୟା
author img

By

Published : Jun 9, 2021, 12:02 PM IST

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ବୁଧବାର) ଦିନକରେ ରାଜ୍ୟରେ ପୁଣି 43 ଜୀବନ ନେଇଛି କିଲର କୋରୋନା ।

ଆଜି ମୃତକଙ୍କ ଭିତରେ ଅନୁଗୋଳରୁ 75ବର୍ଷୀୟ ପୁରୁଷ, ଜଣେ 60ବର୍ଷୀୟ ମହିଳା, 70ବର୍ଷୀୟ ପୁରୁଷ ଓ ଜଣେ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବାଳେଶ୍ବରରରୁ 33ବର୍ଷୀୟ ପୁରୁଷ,ବରଗଡରୁ 55 ବର୍ଷୀୟ ପୁରୁଷ, 60ବର୍ଷୀୟ ପୁରୁଷ ଓ ଜଣେ 80ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗୀରରୁ 60ବର୍ଷୀୟ ପୁରୁଷ ଓ 47ବର୍ଷୀୟ ପୁରୁଷ ଓ ଜଣେ 61ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 32ବର୍ଷୀୟ ପୁରୁଷ, ଜଣେ 60ବର୍ଷୀୟ ମହିଳା ଓ ଜଣେ 34ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଭୁବନେଶ୍ବରରୁ 82 ବର୍ଷୀୟ ପୁରୁଷ ଜଣେ 86ବର୍ଷୀୟ ପୁରୁଷ,ଜଣେ 43ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ କଟକରୁ ଜଣେ 51ବର୍ଷୀୟ ପୁରୁଷ,46ବର୍ଷୀୟ ପୁରୁଷ,59ବର୍ଷୀୟ ପୁରୁଷ ଓ ଜଣେ 55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ 36ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଗଞ୍ଜାମରୁ ଜଣେ 32ବର୍ଷୀୟ ପୁରୁଷ ଓ ଜଣେ 33ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 67ବର୍ଷୀୟ ପୁରୁଷ, 76ବର୍ଷୀୟ ପୁରୁଷ ଓ ଜଣେ 36 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କେନ୍ଦ୍ରାପଡାରୁ ଜଣେ 75ବର୍ଷୀୟ ମହିଳା ଓ ଖୋର୍ଦ୍ଧାରୁ 47ବର୍ଷୀୟ ପୁରୁଷ ଓ 43ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିବାବେଳେ କୋରୋପୁଟରୁ ଜଣେ 40ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ 45ବର୍ଷୀୟ ପୁରୁଷ ଓ 34ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ ଜଣେ 54ବର୍ଷୀୟ ମହିଳା ଓ ପୁରୀରୁ ଜଣେ 39ବର୍ଷୀୟ ପୁରୁଷ ଓ 27ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଗଡାରୁ ଜଣେ 28ବର୍ଷୀୟ ମହିଳା, ସମ୍ବଲପୁରରୁ ଜଣେ 58ବର୍ଷୀୟ ମହିଳା, ସୁନ୍ଦରଗଡରୁ ଯଥାକ୍ରମେ 75 ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷ, 40ବର୍ଷୀୟ ପୁରୁଷ ଓ 27ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ହଜାର 123ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.