ETV Bharat / city

ଜାନୁୟାରୀ 23 ଓ 24ରେ ଓଡିଶାରେ ପର୍ଯ୍ୟଟନ ମହାସମ୍ମିଳନୀ - ଇକୋ-ରି ଟ୍ରିଟରେ ସମ୍ମିଳନୀ

ଓଡ଼ିଶାରେ ହେବ ପର୍ଯ୍ୟଟନ ମହାସମ୍ମିଳନୀ । ଏଥିରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ। ଅଧିକ ଖବର ପଢନ୍ତୁ...

_Cultural minister
ଓଡ଼ିଶାର ହେବ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ
author img

By

Published : Jan 21, 2020, 12:04 PM IST

ଭୁବନେଶ୍ବର: ଓଡ଼ିଶାରେ ହେବ ପର୍ଯ୍ୟଟନ ମହାସମ୍ମିଳନୀ । ଏଥିରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ । ୨୩ ଓ ୨୪ ଦୁଇଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଚନ୍ଦ୍ରଭାଗାରେ ହେଉଥିବା ଇକୋ-ରି ଟ୍ରିଟରେ ସମ୍ମିଳନୀ କରାଯିବ ।

ଦେଶ ତଥା ଓଡ଼ିଶା ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ହେବ ଆଲୋଚନା। ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ରଖାଯିବ। ଏହାଦ୍ଵାରା ଓଡ଼ିଶାର ପର୍ଯ୍ୟଟନକୁ ଏକ ନୂଆ ପରିଚୟ ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଓଡ଼ିଶାର ହେବ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ

ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସଚିବ ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅଧିକାଂଶ ରାଜ୍ୟ ଯୋଗଦାନ କରିବାର ସହମତି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

Intro:ଓଡ଼ିଶାରେ ହେବ ପର୍ଯ୍ୟଟନ ମହାସମ୍ମୀଳନୀ ।ଏଥିରେ ଦେଶର ସମସ୍ତ ରାଜ୍ୟ ର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ ।୨୩ଓ ୨୪ ଦୁଇଦିନ ଧରି ଛାଲିବ କାର୍ଯ୍ୟକ୍ରମ ।ଚନ୍ଦ୍ରଭାଗା ରେ ହେଉଥିବା ଇକୋ-ରି ଟ୍ରିଟ୍ ରେ ସମ୍ମୀଳନୀ କରାଯିବ ।Body:ଦେଶ ତଥା ଓଡ଼ିଶାର ପର୍ଯ୍ୟଟନ ର ବିକାଶ କ୍ଷେତ୍ରରେ ହେବ ଆଲୋଚନା ।ଓଡ଼ିଶାର ପର୍ଯ୍ୟଟନ କୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଆଗରେ ରଖାଯିବା ।ଏହାଦ୍ଵାରା ଓଡ଼ିଶାର ପର୍ଯ୍ୟଟନ କୁ ଏକ ନୂଆ ପରିଚୟ ମିଳିବ ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୈତିପ୍ରକାଶ ପାଣିଗ୍ରାହୀ । Conclusion:ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ସଚିବ ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।ଏଥିରେ ଅଧିକାଂଶ ରାଜ୍ୟ ଯୋଗଦାନ କରିବାର ସହମତି ପ୍ରକାଶ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.