ETV Bharat / city

ରାଜ୍ୟ କୋରୋନାରେ ସୁସ୍ଥ ହେଲେ 362, ଖୋର୍ଦ୍ଧାରୁ ସର୍ବାଧିକ 50 ସୁସ୍ଥ - ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 362

ଶନିବାର ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 362 ଜଣ ।ଖୋର୍ଦ୍ଧାରେ ସର୍ବାଧିକ 50 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 21 ହଜାର 309ରେ ପହଞ୍ଚିଛି । ଅଧିକ ପଢନ୍ତୁ...

covid19 recovery of update of odisha
ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 362, ଖୋର୍ଦ୍ଧାରୁ ସର୍ବାଧିକ 50 ସୁସ୍ଥ
author img

By

Published : Dec 19, 2020, 8:26 PM IST

ଭୁବନେଶ୍ବର: ଶନିବାର ରାଜ୍ୟରେ କୋରୋନାରେ ସୁସ୍ଥ ହେଲେ 362 ଜଣ । ରାଜ୍ୟ କୋରୋନାରେ ଆରୋଗ୍ୟ ସଂଖ୍ୟା 3 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି। ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 21 ହଜାର 309ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା 3 ଲକ୍ଷ ଛୁଇଁଛି । ଶନିବାର ରାଜ୍ୟର 29ଟି ଜିଲ୍ଲାରେ 362 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ 50, ସୁନ୍ଦରଗଡରେ 40, ପୁରୀରେ 22, କଟକରେ 21, ଝାରସୁଗୁଡାରେ 20, ବାଲେଶ୍ୱରରେ 19, ବରଗଡରେ 18, ଅନୁଗୁଳରେ, କଳାହାଣ୍ଡି ଓ ମୟୁରଭଞ୍ଜରେ 17,ସମ୍ବଲପୁରରେ 16, ଯାଜପୁରରେ 14, ରାୟଗଡାରେ 13, ବଲାଙ୍ଗୀରରେ 11 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁରରେ 7, କେନ୍ଦୁଝରରେ 9, ଗଂଜାମ କେନ୍ଦ୍ରାପଡା ଓ ମାଲକାନଗିରିରେ 6, ଭଦ୍ରକ ବୌଦ୍ଧରେ 4, ନୟାଗଡ ଓ ନୂଆପଡାରେ 3 ଜଣ, ଦେଓଗଡ ଢେଙ୍କାନାଳ କୋରାପୁଟ ଓ ନବରଙ୍ଗପୁରରେ 2 ଜଣ, ଗଜପତିରେ 1, ସୋନପୁରରେ 1 ଜଣ ଷ୍ଟେଟ ପୋଲରେ 9 ଜଣ ସୁସ୍ଥ ଲାଭ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 321309 ପହଞ୍ଚଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.