ETV Bharat / city

ରାଜଧାନୀରେ 29 ହଜାର ପାର କୋରୋନା ଆକ୍ରାନ୍ତ

author img

By

Published : Nov 2, 2020, 6:55 PM IST

ରାଜଧାନୀରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ପାର ହୋଇଛି । 24 ଘଣ୍ଟା ମଧ୍ୟରେ 74 ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜଧାନୀରେ ସୁସ୍ଥ ହୋଇଛନ୍ତି 214 ।

କୋରୋନା ଆକ୍ରାନ୍ତ
କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା 29 ହଜାର ପାର ହୋଇଛି । 24 ଘଣ୍ଟା ମଧ୍ୟରେ 74 ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜଧାନୀରେ ସୁସ୍ଥ ହୋଇଛନ୍ତି 214 ।

ଭୁବନେଶ୍ବରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 16 ଚିହ୍ନଟ କରାଯାଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 58 ରେ ପହଁଚିଛି। ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 168ରେ ପହଞ୍ଚିଛି।

ହୋମ କ୍ଵରେଣ୍ଟାଇନ ରେ 16 ଜଣଙ୍କ ମାଧ୍ୟମରେ 3 ଜଣ ଡୁମଡୁମା, 3 ଜଣ ନୟାପଲୀ, ସହିଦନଗର, ପାଣ୍ଡରା, ଓଲଡ଼ଟାଉନ, ନହରକଣ୍ଟା, ଖଣ୍ଡଗିରି, ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଅଶୋକନଗରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ ମଧ୍ୟରୁ 4 ଜଣ ୟୁନିଟ-9 , 2 ଜଣ ଚନ୍ଦ୍ରଶେଖରପୁର, 5 ଜଣ ଲକ୍ଷ୍ମୀ ସାଗର, 4 ଜଣ ଓଲଡ଼ଟାଉନ, 4 ଜଣ ପଟିଆ, 2 ଜଣ ପଳାଶୁଣି, 3 ଜଣ ନୟାପଲୀ, ମଞ୍ଚେଶ୍ବର, ପାଣ୍ଡଭନଗର, ଡୁମଡୁମା, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ବର, ଭୋଇ ନଗର, ବାପୁଜି ନଗର, ଆର୍ଚ୍ଚାଯ୍ୟ ବିହାର ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଭୁବନେଶ୍ବରରେ ମୋଟ 29310 ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି 2795ଜଣ ଓ ସକ୍ରିୟ ମାମଲା 1163ଟି ରହିଛି ଓ ମୃତ୍ୟୁ ସଂଖ୍ୟା 168 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.