ଭୁବନେଶ୍ବର: ଦୁର୍ନୀତି ଖୋର ଅଫିସରଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ । ଏଥର 6 ଅଧିକାରୀଙ୍କ ବରଖାସ୍ତ ସହ ପେନସନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ 74 ଜଣ ସରକାରୀ ଅଧିକାରୀ ବରଖାସ୍ତ ହେଲେଣି ।
![corruption allegation](https://etvbharatimages.akamaized.net/etvbharat/prod-images/od-bbs-4-actionagainstofficers-avo-7205239_24022020133459_2402f_1582531499_810.png)
15 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଓଡିଶା ବ୍ରିଜ ନିର୍ମାଣ ନିଗମର ପୂର୍ବତନ ଯନ୍ତ୍ରୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣ, ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କ ସହିତ ପୁରୀ ଗ୍ରାମ୍ୟ ଉନ୍ନୟନ ଅବସରପ୍ରାପ୍ତ ଯନ୍ତ୍ରୀ ରହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ