ETV Bharat / city

ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌

ରାଜ୍ୟରେ 282ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 5752କୁ ବୃଦ୍ଧି ପାଇଛି । ସେପଟେ ଗଞ୍ଜାମରେ ଆଉ 75ଟି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏକ ହଜାର ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jun 24, 2020, 10:53 AM IST

ଭୁବନେଶ୍ବର: ରାଜ୍ୟରେ 282ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା 5752କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 256 ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଥିବାବେଳେ 26 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି ।

ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ 282 ନୂଆ କୋରୋନା ପଜେଟିଭ୍‌, ଗଞ୍ଜାମରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଗଞ୍ଜାମରେ ଆଉ 75ଟି ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଏକ ହଜାର ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ 17 ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ

ଖୋର୍ଦ୍ଧାରୁ 26, ଝାରସୁଗୁଡାରୁ 23, ବାଲେଶ୍ବରରୁ 3, କଟକରୁ 4, ଯାଜପୁରରୁ 6, ପୁରୀରୁ 9, ଅନୁଗୋଳରୁ 1, ଜଗତସିଂହପୁର ରୁ 11, କନ୍ଧମାଳରୁ 17, ଗଞ୍ଜାମରୁ 75, ଗଜପତିରୁ 76, ସୁନ୍ଦରଗଡରୁ 1, ସମ୍ବଲପୁରରୁ 13, ବଲାଙ୍ଗୀରରୁ 1, ମୟୂରଭଞ୍ଜରୁ 6, କୋରାପୁଟରୁ 1, ନୟାଗଡରୁ 1 ଏବଂ 8 ଜଣ ଏନଡିଆରଏଫ କର୍ମଚାରୀ ରହିଛନ୍ତି ।

ସେପଟେ ମୋଟ ସୁସ୍ଥଙ୍କ ସଂଖ୍ୟା 3988କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 17 ରହିଥିବାବେଳେ ରାଜ୍ୟରେ 1740ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.