ETV Bharat / city

ରାଜ୍ୟରେ କମୁଛନ୍ତି ଆକ୍ରାନ୍ତ, ଦିନକରେ 234 ପଜିଟିଭ୍ ଚିହ୍ନଟ

author img

By

Published : Dec 28, 2020, 12:15 PM IST

ଆଜି ରାଜ୍ୟରୁ 234 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 24 ଟି ଜିଲ୍ଲାରେ 234 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ 3 ଲକ୍ଷ 28 ହଜାର 738 ଜଣ ସଂକ୍ରମିତ ହୋଇଛନ୍ତି।

ରାଜ୍ୟରେ କମୁଛନ୍ତି ଆକ୍ରାନ୍ତ, ଦିନକରେ 234 ପଜିଟିଭ୍ ଚିହ୍ନଟ
ରାଜ୍ୟରେ କମୁଛନ୍ତି ଆକ୍ରାନ୍ତ, ଦିନକରେ 234 ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା । ଆଜି ଦିନକରେ 234 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱେରାଣ୍ଟାଇନରୁ 136 ଚିହ୍ନଟ ହୋଇଥିବା ବେଳେ 98 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅନୁଗୁଳ 36, ବାଲେଶ୍ୱରରେ 10, ବରଗଡରେ 2, ଭଦ୍ରକରେ 3, ବଲାଙ୍ଗୀରିରେ 10, କଟକରେ 12, ଗଞ୍ଜାମ ରେ 4, ଜଗତସିଂହପୁର ରେ 5 ।

ସେହିପରି ଯାଜପୁରରେ 16, ଝରସୁଗୁଡ଼ାରେ 15, କଳାହାଣ୍ଡିରେ 2 , କେନ୍ଦ୍ରାପଡାରେ 10, କେନ୍ଦୁଝର ରେ 8, ଖୋର୍ଦ୍ଧାରେ 25, ମୟୁରଭଞ୍ଜରେ 17, ନୂଆପଡାରେ 4, ନୟାଗଡରେ 5, ସମ୍ବଲପୁର ରେ 9, ସୋନପୁରରେ 1।

ଅନ୍ୟପଟେ ସୁନ୍ଦରଗଡରେ 28 ଓ ଷ୍ଟେଟ ପୋଲ ରେ 6 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 28 ହଜାର 738, ସୁସ୍ଥ ହେଇଛନ୍ତି 3 ଲକ୍ଷ 24 ହଜାର 068 ଜଣ ଓ ସକ୍ରିୟ 2 ହଜାର 753 । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଟେଷ୍ଟ 6855829 କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.