ETV Bharat / city

ରାଜ୍ୟରେ 414 ଆକ୍ରାନ୍ତ, 85 ସୁସ୍ଥ - odisha update

corona lockdown day 48 odisha update
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 391, 320 ସକ୍ରିୟ ମାମଲା
author img

By

Published : May 11, 2020, 12:25 PM IST

Updated : May 11, 2020, 7:43 PM IST

19:36 May 11

ରାଜ୍ୟରେ ଆଉ 20 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 414କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 20 ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 414କୁ ବୃଦ୍ଧି । ସେପଟେ ସୁସ୍ଥଙ୍କ ସଂଖ୍ୟା 85ରେ ପହଞ୍ଚିଛି । 3 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ 326ଟି ସକ୍ରିୟ ମାମଲା ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ 17 ଜଣ, ସୁନ୍ଦରଗଡରୁ 2 ଜଣ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

17:13 May 11

ରାଜ୍ୟରେ ଆଉ 3 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ 3 ନୂଆ ଆକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 394କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରେ ମୟୂରଭଞ୍ଜର ଜଣେ, ଯାଜପୁରର ଜଣେ ଓ କଟକର ଜଣେ ନୂଆ ଆକ୍ରାନ୍ତ ହୋଇଥିବା ସୂଚନା । 

16:08 May 11

ରାଜ୍ୟରେ 17 ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 85କୁ ବୃଦ୍ଧି

corona lockdown day 48 odisha update
ରାଜ୍ୟରେ 17 ଆକ୍ରାନ୍ତ ସୁସ୍ଥ, ସଂଖ୍ୟା 85କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 17 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ସଂଖ୍ୟା 85ରେ ପହଞ୍ଚିଛି । ସେପଟେ 391 ଜଣ ଆକ୍ରାନ୍ତ ଥିବାବେଳେ 303ଟି ସକ୍ରିୟ ମାମଲା ରହିଛି । 3 ଜଣଙ୍କ ମୃତ୍ୟୁ ହୋଇଛି । ତେବେ 17 ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡର 7, ଖୋର୍ଦ୍ଧାର 5, ଭଦ୍ରକର 3, ବାଲେଶ୍ବରର 2 ଜଣ ସାମିଲ ଅଛନ୍ତି ।

12:02 May 11

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 391, 320 ସକ୍ରିୟ ମାମଲା

ଭୁବନେଶ୍ବର: ରାଜ୍ୟରେ ପୁଣି 14ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କୋରୋନା ପଜେଟିଭ ସଂଖ୍ୟା 391କୁ ବୃଦ୍ଧି ପାଇଛି । 14 ଜଣଙ୍କ ମଧ୍ୟରୁ 12 ଜଣ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 320ଟି ସକ୍ରିୟ ମାମଲା ଥିବାବେଳେ 68 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 3 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : May 11, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.