ETV Bharat / city

ରାଜ୍ୟରେ ସ୍ଥିର ମୃତ୍ୟୁ ସଂଖ୍ୟା; 24 ଘଣ୍ଟାରେ ପୁଣି 15 ମୃତ୍ୟୁ

author img

By

Published : Nov 25, 2020, 12:50 PM IST

ରାଜ୍ୟରେ ପ୍ରତିଦିନ 15-16 ଜଣଙ୍କର ମୃତ୍ୟୁ ହେଉଛି । ଆଜି ରାଜ୍ୟରେ ପୁଣି 15 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ସ୍ଥିର ମୃତ୍ୟୁ ସଂଖ୍ୟା
ରାଜ୍ୟରେ ସ୍ଥିର ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି କୋରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ 15-16 ଜଣଙ୍କର ମୃତ୍ୟୁ ହେଉଛି । ଆଜି ରାଜ୍ୟରେ ପୁଣି 15 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ସଂଖ୍ୟାକି ମିଶାଇ ରାଜ୍ୟରେ ମୋଟ୍ 1687 ଜଣଙ୍କର ମୃତ୍ୟୁ ହେଲାଣି ।

ଅନୁଗୋଳରୁ 38 ବର୍ଷିୟ ମହିଳା, ବରଗଡରୁ 40 ବର୍ଷିୟ ପୁରୁଷ, ଭଦ୍ରକରୁ 56 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 88 ବର୍ଷିୟ ବୃଦ୍ଧ, କଟକରୁ 58 ବର୍ଷିୟ ମହିଳା, ଢେଙ୍କାନାଳରୁ 71 ବର୍ଷିୟ ପୁରୁଷ, ଗଞ୍ଜାମରୁ 60 ବର୍ଷିୟ ମହିଳା, ଯାଜପୁରରୁ 68 ବର୍ଷିୟ ମହିଳା, ଖୋର୍ଦ୍ଧାରୁ 55 ବର୍ଷିୟ ପୁରୁଷ, ପୁରୀରୁ 82 ବର୍ଷିୟ ପୁରୁଷ,69 ବର୍ଷିୟ ପୁରୁଷ, 45 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ଏହାସହ ସୁନ୍ଦରଗଡରୁ 65 ବର୍ଷିୟ ପୁରୁଷ, 52 ବର୍ଷିୟ ମହିଳା, 72 ବର୍ଷିୟ ମହିଳା ଓ 59 ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.