ETV Bharat / city

ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଭଲ କରିବ: ପିସିସି ସଭାପତି

author img

By

Published : May 30, 2022, 9:38 PM IST

ବ୍ରଜରାଜନଗରରେ ବିଜେଡି ସହ ସିଧାସଳଖ କଂଗ୍ରେସର ଲଢେଇ ହେଉଛି । ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କିଶୋର ପଟେଲ ହେଉଛନ୍ତି ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଏବଂ ସାରା ଓଡିଶାବାସୀ ତାଙ୍କୁ ଜାଣିଛନ୍ତି । ତେଣୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ପିସିସି ସଭାପତି
ପିସିସି ସଭାପତି

ଭୁବନେଶ୍ବର: ବ୍ରଜରାଜନଗରରେ ବିଜେଡି ସହ ସିଧାସଳଖ କଂଗ୍ରେସର ଲଢେଇ ହେଉଛି । ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କିଶୋର ପଟେଲ ହେଉଛନ୍ତି ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଏବଂ ସାରା ଓଡିଶାବାସୀ ତାଙ୍କୁ ଜାଣିଛନ୍ତି ତେଣୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଭଲ କରିବ: ପିସିସି ସଭାପତି

ଶରତ ପଟ୍ଟନାୟକ କହିଛନ୍ତି, ମଣିଷ ସବୁବେଳେ ଆଶାବାଦୀ ରୁହେ । 2019ରେ କଂଗ୍ରେସ ଲଢିନଥିଲା ନିର୍ବାଚନ । 2022 ଉପନିର୍ବାଚନ ରେ କଂଗ୍ରେସ ଭଲ ସେ ଲଢିଛି । ଦଳୀୟ ନେତା କର୍ମୀ, ପ୍ରଚାର କରିଛନ୍ତି। ବିଜେଡିର 22 ବର୍ଷର ସରକାର ଥିବା ସତ୍ତ୍ବେ ଅନେକ କାର୍ଯ୍ୟ ହୋଇପାରି ନାହିଁ । ତେଣୁ ଏଥର ଲୋକେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ ବୋଲି କହିଛନ୍ତି ଶରତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.