ETV Bharat / city

Congress Protest: ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସର ଜୁଲୁମକୁ ବିରୋଧ

author img

By

Published : Jun 17, 2022, 7:53 PM IST

ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପଶି ପୋଲିସର ଲାଠି ମାଡ଼ ଏବଂ ବର୍ବରୋଚିତ ଆକ୍ରମଣର ପ୍ରତିବାଦରେ ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

Congress Protest: ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସର ଜୁଲୁମକୁ ବିରୋଧ
Congress Protest: ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ପୋଲିସର ଜୁଲୁମକୁ ବିରୋଧ

ଭୁବନେଶ୍ବର: ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପଶି ପୋଲିସର ଲାଠି ମାଡ଼ ଏବଂ ବର୍ବରୋଚିତ ଆକ୍ରମଣର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିରୋଧରେ ଲୋୟର ପିଏମଜି ସମ୍ମୁଖରେ ଧାରଣା ଦେଇଥିଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ କେଶରେ ରାହୁଲ ଗାନ୍ଧୀଙ୍କ ମାରାଥନ ଜେରାକୁ ଦୃଢ଼ ପ୍ରତିବାଦ କରୁଛି କଂଗ୍ରେସ । ଏହାକୁ ପ୍ରତିବାଦ କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି, ‘‘କେନ୍ଦ୍ର ସରକାର କେନ୍ଦ୍ରୀୟ କଳର ଦୁରୁପୋଯୋଗ କରି ବିରୋଧିଙ୍କ ସ୍ବର ଦବାଇବାକୁ ପ୍ରୟାସ କରୁଛି ।’’ ଦେଶରେ ଅହେତୁକ ଦରବୃଦ୍ଧି ଭଳି ମୁଖ୍ୟ ପ୍ରସଙ୍ଗକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.