ETV Bharat / city

ଭୁବନେଶ୍ବରରେ ସମ୍ପତ୍ତି ଟିକସ ଆଦାୟକୁ କଂଗ୍ରେସର ବିରୋଧ - ଟିକସ ଆଦାୟକୁ କଂଗ୍ରେସର ବିରୋଧ

ଭୁବନେଶ୍ବରରେ ବିଏମସି ପକ୍ଷରୁ ବର୍ଦ୍ଧିତ 10 ରୁ 15 ଗୁଣା ସମ୍ପତ୍ତି ଟିକସ ଆଦାୟକୁ ବିରୋଧ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

congress press meet in bhubaneswar
ଭୁବନେଶ୍ବରରେ ସମ୍ପତ୍ତି ଟିକସ ଆଦାୟକୁ କଂଗ୍ରେସର ବିରୋଧ
author img

By

Published : Jan 8, 2021, 10:55 PM IST

ଭୁବନେଶ୍ବର: ସମ୍ପତ୍ତି ଟିକସ ଆଦାୟକୁ କଂଗ୍ରେସର ବିରୋଧ । ରାଜଧାନୀ ଭୁବନେଶ୍ବରରେ ବିଏମସି ପକ୍ଷରୁ ବର୍ଦ୍ଧିତ 10 ରୁ 15 ଗୁଣା ସମ୍ପତ୍ତି ଟିକସ ଆଦାୟକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆସନ୍ତା 15 ତାରିଖ ସୁଦ୍ଧା ବିମସି କର୍ତ୍ତୃପକ୍ଷ ଏହାକୁ ପ୍ରତ୍ୟାହାର ନ କରିଲେ 16 ତାରିଖରେ ପ୍ରତି ଓ୍ବାର୍ଡରେ ବିରୋଧ କରାଯିବା ନେଇ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରେ ସମ୍ପତ୍ତି ଟିକସ ଆଦାୟକୁ କଂଗ୍ରେସର ବିରୋଧ

୨୦୦୩ ମସିହାରେ ଓଡିଶା ମୁନିସିପାଲ କର୍ପୋରେସନ ଆକ୍ଟ ଅନୁମୋଦିତ ହୋଇଥିଲା । ଏହି ନିୟମ ଅନୁସାରେ ବିଏମସି ଅଞ୍ଚଳ ବାସିନ୍ଦାମାନଙ୍କ ଠାରୁ ହୋଲଡିଂ ଟିକସ ଆଦାୟ କରାଯାଉଥିଲା । ସେତେବେଳେ ଭୁବନେଶ୍ବର ଅଞ୍ଚଳବାସୀ କେବଳ ଘର କୋଠାବାଡ଼ିର ନିର୍ମାଣ ଦର୍ଘ୍ୟ ପ୍ରସ୍ତ ହିସାବରେ ଟିକସ ଦେଉଥିଲେ । ହେଲେ ଏବେ ଭୁବନେଶ୍ବରରେ ବିଏମସି ପକ୍ଷରୁ କୌଣସି କମିଟି ନ କରାଯାଇ ମନଇଚ୍ଛା ସମ୍ପତ୍ତି କର, ବେଞ୍ଚ ମାର୍କ ଭ୍ୟାଲୁ ଆକାରରେ ଆକାରରେ ଟିକସ ଆଦାୟ କରାଯାଉଛି । ଯାହାକୁ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.