ETV Bharat / city

ତାଲିମ ନେବେ କଂଗ୍ରେସ ପ୍ରେରକ

author img

By

Published : Sep 30, 2019, 3:21 PM IST

ଆସନ୍ତାକାଲି(ମଙ୍ଗଳବାର) ଠାରୁ କଂଗ୍ରେସ ପ୍ରେରକଙ୍କୁ ତାଲିମ ଦିଆଯିବ । ଏଠାରୁ ତାଲିମ ପାଇବା ପରେ ଏମାନେ ଜିଲ୍ଲା ସ୍ତରରେ ତାଲିମ ଦେବେ । ଏହି ତାଲିମ ଶିବିରର ଶୁଭାରମ୍ଭ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ଠାରୁ କଂଗ୍ରେସ ପ୍ରେରକଙ୍କୁ ତାଲିମ ଦିଆଯିବ । ଏନେଇ ପ୍ରତି ଜିଲ୍ଲାରେ 5 ଜଣ ପ୍ରେରକ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କୁ କାଲି ତାଲିମ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବର୍ତ୍ତମାନ ସମୟରେ ଦଳ କିପରି ଆଗକୁ ଯିବ ସେନେଇ ଗାଁ ଗାଁରେ ପହଞ୍ଚି ଦଳ ପାଇଁ କାମ କରିବେ ଏମାନେ । ଏଠାରୁ ତାଲିମ ପାଇବା ପରେ ଏମାନେ ଜିଲ୍ଲା ସ୍ତରରେ ତାଲିମ ଦେବେ । ଏହି ତାଲିମ ଶିବିରର ଶୁଭାରମ୍ଭ କରିବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଚାରି ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଆସନ୍ତାକାଲି ସନ୍ଧ୍ୟାରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ଅକ୍ଟୋବର 2ରେ ଜନତା ମଇଦାନରେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି କଂଗ୍ରେସ ଭବନକୁ ପଦଯାତ୍ରା କରାଯିବ । ଏହାପରେ ଜିତେନ୍ଦ୍ର ସିଂହ ସାଲେପୁରରେ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ । ପରେ ନିଶ୍ଚିନ୍ତକୋଇଲିରେ ପଦଯାତ୍ରା ଓ ସଭା ହେବ । ତିନି ତାରିଖରେ ଜିତେନ୍ଦ୍ର ସିଂହ ବିଜେପୁର ଗସ୍ତ କରି ସାଧାରଣ ସଭା କରିବେ । ଚାରି ତାରିଖ ଦିନ ଭୁବନେଶ୍ଵର କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତକାଲି ଠାରୁ କଂଗ୍ରେସ ପ୍ରେରକଙ୍କୁ ତାଲିମ ଦିଆଯିବା। ଜିଲ୍ଲା ସ୍ତରରେ 5 ଜଣ ପ୍ରେରକ ଚିହ୍ନଟ ହୋଇ ସାରିଛି। ସେମାନଙ୍କୁ କଲି ତାଲିମ ଫିଆଯିବା। ବର୍ତ୍ତମାନର ଘଫିଶ ଫାହି ମୂହୁର୍ତ୍ତରେ ଦଳ କିପତି ଆଗକୁ ଯିବା, ଗାଁ ଗାଁ ରେ ପହଂଚି କଂଗ୍ରେସର ଆଭିମୁଖ୍ୟ ପହଞ୍ଚାଇବା ପାଇଁ ଏମାନେ କାମ କରିବେ। ଏଠାରୁ ତାଲିମ ପାଇବା ପରେ ସେମାନେ ଯାଇ ଜିଲ୍ଲା ସ୍ତରରେ ତାଲିମ ଦେବେ। କଲି କଂଗ୍ରେସ ଭବନରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆସନ୍ତା ଚାରି ଦିନ ଧରି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ଓଡିଶା ଗସ୍ତ କରୁଛନ୍ତି।କଲି ସନ୍ଧ୍ୟାରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ। ଦୁଇ ତାରିଖ ଜନତା ମଇଦାନରେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି କଂଗ୍ରେସ ଭବନକୁ ପଦଯାତ୍ରା ହେବ। ଏହାପରେ ଜିତେନ୍ଦ୍ର ସିଂହ ସାଲେପୁରରେ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ନିଶ୍ଚିନ୍ତକୋଇଲିରେ ପଦଯାତ୍ରା ଓ ସଭା ହେବ। ତିନି ତାରିଖରେ ଜିତେନ୍ଦ୍ର ସିଂହ ବିଜେପୁର ଗସ୍ତ କରି ସାଧାରଣ ସଭା କରିବେ। ଚାରି ତାରିଖ ଦିନ ଭୁବନେଶ୍ଵର କଂଗ୍ରେସ ଭବନରେ ବୁଦ୍ଧିଜିବୀ ସମ୍ମିଳନୀରେ ଯୋଗ ଦେବେ ଜିତେନ୍ଦ୍ର ସିଂହ। ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଡି ରୁଦ୍ର ରାଜୁ ଉପସ୍ଥିତ।Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.