ETV Bharat / city

କୋରୋନା କଟକଣା: ଏଥର ଅଫିସରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ସିଏମ ନବୀନ - cm naveen see rathyatra

ପବିତ୍ର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ପୁରୀ ଯାଇ ରଥ ଦର୍ଶନ କରିଥାଆନ୍ତି। ହେଲେ ଚଳିତ ବର୍ଷ କୋଭିଡ 19 ଓ ସୁପ୍ରିମକୋର୍ଟଙ୍କ ରାୟକୁ ମାନି ସିଏମ୍‌ ନିଜ ଅଫିସରେ ବସି ଲଇଡି ମଧ୍ୟମରେ ରଥଯାତ୍ରା ଉପଭୋଗ କରିଛନ୍ତି ।

cm naveen see rathyatra
cm naveen see rathyatra
author img

By

Published : Jun 23, 2020, 3:48 PM IST

ପୁରୀ: କୋରୋନା କଟକଣା କାରଣରୁ ନିୟମରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବା ନିମନ୍ତେ ଶ୍ରୀକ୍ଷେତ୍ର ଯାଇନାହାଁନ୍ତି ସିଏମ । ପବିତ୍ର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ପୁରୀ ଯାଇ ରଥଯାତ୍ରା ଦେଖିଥାନ୍ତି। ହେଲେ ଚଳିତ ବର୍ଷ କୋଭିଡ 19 ଓ ସୁପ୍ରିମକୋର୍ଟଙ୍କ ରାୟକୁ ମାନି ସିଏମ୍‌ ନିଜ ଅଫିସରେ ବସି ଏଲଇଡି ମଧ୍ୟମରେ ରଥଯାତ୍ରା ଉପଭୋଗ କରିଛନ୍ତି ।

ଅଫିସରେ ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ସିଏମ ନବୀନ

କୋଭିଡ 19 ପାଇଁ ଦୀର୍ଘ 2 ମାସ ପରେ ଲୋକସେବା ଭବନ ଆସିଥିଲେ ମୁଖ୍ୟମନ୍ତ୍ରୀ। ନିଜ କାର୍ଯ୍ୟାଳୟରେ ବସି ରଥଯାତ୍ରାର ସିଧାପ୍ରସାରଣ ଉପଭୋଗ କରିଥିଲେ । ସିଏମ୍‌ଙ୍କ ସହ 5T ସଚିବ ଭିକେ ପାଣ୍ଡିଆନ ମଧ୍ୟ ରଥଯାତ୍ରା ଦେଖିଛନ୍ତି । ରଥଯାତ୍ରାର ସିଧାପ୍ରସାରଣ ବେଳେ ଟିଭିରେ ତିନି ଠାକୁରଙ୍କୁ ଦେଖି ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.