ETV Bharat / city

ନୂଆବର୍ଷରେ ନବୀନ ନିବାସ ମନା

author img

By

Published : Dec 31, 2019, 2:19 PM IST

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ । ଆଜି ତାଙ୍କ ଭିଣୋଇ ସନ୍ନି ମେହେତାଙ୍କ ଦେହାନ୍ତ ଯୋଗୁଁ ନୂଆବର୍ଷ ପାଳିବେ ନାହିଁ ନବୀନ ପଟ୍ଟନାୟକ ।

Naveen to be not celebrates new year
ନୂଆବର୍ଷ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଥର ନୂଆବର୍ଷ ପାଳିବ ନାହିଁ ମୁଖ୍ୟମନ୍ତ୍ରୀ । ଭିଣେଇ ସନ୍ନି ମେହେତାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ନବୀନ ପଟ୍ଟନାୟକ । ଶୁଭେଚ୍ଛା ପାଇଁ ନବୀନ ନିବାସ ନ ଆସିବାକୁ କଲେ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟା ଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଥିବା ରୁ ଆସନ୍ତା କାଲି ନୂଆବର୍ଷ ଶୁଭେଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବା ପାଇଁ ଶୁଭେଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.