ETV Bharat / city

ଜାରି ହେଲା ଯୁକ୍ତ 2 ବିକଳ୍ପ ପରୀକ୍ଷା ସମୟସୂଚୀ

author img

By

Published : Oct 21, 2020, 6:09 PM IST

ନଭେମ୍ବର 5ରେ ଆରମ୍ଭ ହେବାକୁ ଥିବା ଯୁକ୍ତ 2 ବିକଳ୍ପ ପରୀକ୍ଷା ପାଇଁ ଜାରି ହୋଇଛି ସମୟସୂଚୀ । (http://chseodisha.nic.in/)କୁ ଯାଇ ପରୀକ୍ଷା ସମୟ ସୂଚୀ ଦେଖିପାରିବେ । ଅଧିକ ପଢନ୍ତୁ...

ଜାରି ହେଲା ଯୁକ୍ତ 2 ବିକଳ୍ପ ପରୀକ୍ଷା ସମୟସୂଚୀ
ଜାରି ହେଲା ଯୁକ୍ତ 2 ବିକଳ୍ପ ପରୀକ୍ଷା ସମୟସୂଚୀ

ଭୁବନେଶ୍ବର: ନଭେମ୍ବର 5ରେ ଆରମ୍ଭ ହେବାକୁ ଥିବା ଯୁକ୍ତ 2 ବିକଳ୍ପ ପରୀକ୍ଷା ପାଇଁ ଜାରି ହୋଇଛି ସମୟସୂଚୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁ ପରୀକ୍ଷାର୍ଥୀମାନେ ଯୁକ୍ତ 2 ବିକଳ୍ପ ପରୀକ୍ଷା ପାଇଁ ଆବେଦନ କରିଛନ୍ତି, ସେମାନେ ସିଏଚଏସଇର ୱେବସାଇଟ (http://chseodisha.nic.in/)କୁ ଯାଇ ପରୀକ୍ଷା ସମୟ ସୂଚୀ ଦେଖିପାରିବେ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ହେବ।

ସିଏଚଏସଇ ୱେବସାଇଟରେ ଦିଆଯାଇଥିବା ସମୟସୂଚୀ ଅନୁଯାୟୀ ଯୁକ୍ତ 2 ବିକଳ୍ପ ପରୀକ୍ଷା ନଭେମ୍ବର 5ରୁ ସଭେମ୍ବର 7 ମଧ୍ୟରେ ଅନୁଷ୍ଠିତ ହେବ । ଏହାସହ ସବିଶେଷ ତଥ୍ୟ ପାଇଁ ୱେବସାଇଟରେ(http://chseodisha.nic.in/upload/Programme%20for%20Optional%20Examination,%202020.pdf) ଲିଙ୍କ୍‌ ଉପଲବ୍ଧ ରହିଛି । ଏହି ଲିଙ୍କ୍‌କୁ ଯାଇ ପରୀକ୍ଷାର୍ଥୀମାନେ ଯୁକ୍ତ 2 ବିକଳ୍ପ ଇ-ପରୀକ୍ଷା ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ ।

ତେବେ +2 ଫଳକୁ ନେଇ ଅସନ୍ତୁଷ୍ଟ ପିଲାଏ ଦେଇପାରିବେ ଏହି ଅଫ୍‌ଲାଇନ ପରୀକ୍ଷା। ଏବର୍ଷ କୋରୋନା ପାଇଁ +2 ପରୀକ୍ଷା ଅଧାରୁ ବାତିଲ ହୋଇଥିଲା। ବିକଳ୍ପ ପଦ୍ଧତିରେ ପ୍ରକାଶ କରାଯାଇଥିଲା ପରୀକ୍ଷା ଫଳ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.