ETV Bharat / city

ସେପ୍ଟେମ୍ବର 30 ପର୍ଯ୍ୟନ୍ତ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ

author img

By

Published : Sep 23, 2021, 10:34 PM IST

ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଳବାଇ । କୋଭିଡ ମହାମାରୀ ଯୋଗୁଁ ଅନେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ...

ସେପ୍ଟେମ୍ବର 30 ପର୍ଯ୍ୟନ୍ତ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ
ସେପ୍ଟେମ୍ବର 30 ପର୍ଯ୍ୟନ୍ତ ୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ

ଭୁବନେଶ୍ବର: ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଳବାଇ । କୋଭିଡ ମହାମାରୀ ଯୋଗୁଁ ଅନେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । କେଉଁ କେଉଁ ଟ୍ରେନକୁ ବାତିଲ କରାଯାଇଛି ତାହାର ବିବରଣୀ ଦେଇଛି ପୂର୍ବତଟ ରେଳବାଇ । ଏହ ଟେନ୍ର ସବୁ କେଉଁ ରୁଟ୍‌ରେ ଚାଲୁଥିଲା ତାହାକୁ ନେଇ ମଧ୍ୟ ସୂଚନା ଦିଆଯାଇଛି ।

କୋଭିଡ ମହାମାରୀ ଯୋଗୁଁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ୍ ଗୁଡ଼ିକ ହେଲା:-
1. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ
2. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ
3. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ
4. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ସେପଟେ ପୁରୀ-ଅନୁଗୁଳ ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ଆଂଶିକ ବାତିଲ୍ କରିବାକୁ ନିଷ୍ପତି ନେଇଛି ପୂର୍ବତଟ ରେଳବାଇ । 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଟ୍ରେନ୍‌ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ତେବେ ତାଳଚେର ଓ ପୁରୀ ମଧ୍ୟରେ ଏହି ସ୍ପେଶାଲ୍‌ ଚଳାଚଳ କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.