ETV Bharat / city

ବଂଜରା ମୁକ୍ତ ଭୁବନେଶ୍ୱର ଅଭିଯାନ ଆରମ୍ଭ କଲା ବିଏମସି - ବିଏମସି ପକ୍ଷରୁ ବଂଜରା ମୁକ୍ତ ଅଭିଯାନ

ଭୁବନେଶ୍ବରକୁ ବଂଜରା ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସି ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଚାଲିଛି ଏହି ଅଭିଯାନ । ଅଧିକ ପଢନ୍ତୁ

bmc started begging free bhubaneswar operation
ଭୁବନେଶ୍ୱରକୁ ବଂଜରା ମୁକ୍ତ ଅଭିଯାନ ଆରମ୍ଭ କଲା ବିଏମସି
author img

By

Published : Feb 4, 2022, 5:42 PM IST

ଭୁବନେଶ୍ବର: ଭୁବନେଶ୍ବରକୁ ବଂଜରା ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସି ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଚାଲିଛି ଏହି ଅଭିଯାନ । ରେଳ ଷ୍ଟେସନ, ରସୁଲଗଡ, ଖଣ୍ଡଗିରି, ବରମୁଣ୍ଡା ଓ ପଟିଆ ଆଦି ବିଭିନ୍ନ ସ୍ଥାନରେ ହେଲା ଅତର୍କିତ ଚଢାଉ ।

ଭୁବନେଶ୍ୱରକୁ ବଂଜରା ମୁକ୍ତ ଅଭିଯାନ ଆରମ୍ଭ କଲା ବିଏମସି

ଏହି ସବୁ ସ୍ଥାନ ଛାଡି ଚାଲିଯିବାକୁ ଦିଆଗଲା ପରାମର୍ଶ । ସ୍ମାର୍ଟସିଟିକୁ ବଂଜରା ମୁକ୍ତ କରିବା ପର୍ଯ୍ୟନ୍ତ ନିୟମିତ ଚାଲିବ ଅଭିଯାନ । ଏହି ଅଭିଯାନରେ ସାମିଲ ହୋଇଛନ୍ତି 3ଟି ସ୍ବେଚ୍ଛାସେବୀ ସଂଗଠନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.