ETV Bharat / city

ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ: ସମୀର ମହାନ୍ତି - ସମୀର ମହାନ୍ତି

ମନ ନ ମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। । ଅଧିକ ପଢନ୍ତୁ...

bjp-state-president-sameer-mohanty-rection-on-rathajatra-cancelation

author img

By

Published : Jun 18, 2020, 5:06 PM IST

ଭୁବନେଶ୍ବର: ରଥଯାତ୍ରା ବନ୍ଦକୁ ନେଇ ମନ ନମାନିଲେ ବି, ଏହା ବୋଧେ ଶ୍ରୀ ଜଗନ୍ନାଥଙ୍କ ଇଛା। ଦେଶ କୋରୋନା ମହାମାରୀର ଏକ ଅଭାବନୀୟ ପରସ୍ଥିତି ଦେଇ ଗତି କରୁଛି। ମନ ନ ମାନିଲେ ବି ରଥଯାତ୍ରା ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ: ସମୀର ମହାନ୍ତି

ବିଶ୍ବ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଏପରି ନିଷ୍ପତିକୁ ମନ ନମାନିଲେ ବି ଏହି ନିଷ୍ପତିକୁ ସ୍ବୀକାର କରିବାକୁ ପଡିବ। ଯାହା ପ୍ରଭୁ ଜଗନ୍ନାଥଙ୍କ ଇଛା। ସୂଚନା ଅନୁଯାୟୀ, ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ହେବା ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.