ETV Bharat / city

Chittranjan Murder case: ସରକାର ଯାହାକୁ ଚାହୁଁଛନ୍ତି ତାକୁ ଅପରାଧୀ ସଜାଉଛନ୍ତି କହିଲେ ଗୋଲକ - ଚିତ୍ତରଞ୍ଜନ ହତ୍ୟାକାଣ୍ଡକୁ ନେଇ ଗୋଲକଙ୍କ ପ୍ରତିକ୍ରିୟା

ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତ୍ୟକ୍ଷଦର୍ଶୀଙ୍କ ହେଉଛି ଲାଏ ଡିଟେକ୍ସନ ଟେଷ୍ଟ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

Chittranjan Murder case: ସରକାର ଯାହାକୁ ଚାହୁଁଛନ୍ତି ତାକୁ ଅପରାଧୀ ସଜାଉଛନ୍ତି କହିଲେ ଗୋଲକ

author img

By

Published : Dec 20, 2021, 7:06 PM IST

Updated : Dec 20, 2021, 7:21 PM IST

ଭୁବନେଶ୍ବର: ପୁରୀ ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟାକାଣ୍ଡ ପ୍ରସଙ୍ଗ । ଆଜି ୩ ପ୍ରତ୍ୟକ୍ଷଦର୍ଶୀଙ୍କ ରାଜ୍ୟ ଫରେନସିକ ଲ୍ୟାବରେ ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ରାଜ୍ୟ ସରକାର ଯାହା ଚାହୁଁଛନ୍ତି ତାକୁ ଅପରାଧୀ ସଜାଇ ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଏହି ଲାଏ ଡିଟେକ୍ସନ ପାଇଁ ସ୍ବତନ୍ତ୍ର ଟିମ ଗଠନ ହୋଇଛି । ପୋଲିସ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ଖସେଇବାକୁ ଚାହୁଁଛନ୍ତି ନା କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଯାହା ଚାହିଁବେ ତାହା କରିବେ । ରାଜ୍ୟ ସରକାର ଯାହା ଚାହୁଁଛନ୍ତି ତାକୁ ଅପରାଧୀ ସଜାଇ ଦେଉଛନ୍ତି ଯାହାକୁ ଚାହୁଁଛନ୍ତି ତାକୁ ଖସେଇ ଦେଉଛନ୍ତି ବୋଲି ଗୋଲକ ଅଭିଯୋଗ ଆଣିଛନ୍ତି ।

Chittranjan Murder case: ସରକାର ଯାହାକୁ ଚାହୁଁଛନ୍ତି ତାକୁ ଅପରାଧୀ ସଜାଉଛନ୍ତି କହିଲେ ଗୋଲକ

ଏହା ବି ପଢନ୍ତୁ: Sanjay Das Burma PA Murder Case: ୩ ପ୍ରତ୍ୟକ୍ଷଦର୍ଶୀଙ୍କ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ଯେତେବେଳେ ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ସଞ୍ଜୟ କୁମାର ଦାସବର୍ମାଙ୍କ ନାମରେ ପୋଲିସ କାହିଁକି ପଚାରିଲାନି ବୋଲି ପ୍ରଶ୍ନ କରିଛନ୍ତି ସେ । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଲୋକଙ୍କ ନିକଟରେ ସରକାରଙ୍କ ସ୍ଵଚ୍ଛ ଭାବମୂର୍ତ୍ତିକୁ ପ୍ରଦର୍ଶନ କରିବା ପାଇଁ ଏହା ଗୋଟେ ମାଧ୍ୟମ ମାତ୍ର। ଏଥିରେ ଦୋଷୀ ଦଣ୍ଡ ପାଇବ ନାହିଁ ବରଂ ଦୋଷୀକୁ ଖସେଇ ଦିଆଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 20, 2021, 7:21 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.