ETV Bharat / city

କୋଭିଡ ନିୟମ ଉଲ୍ଲଂଘନ କରୁଛି ବିଜେଡି, ସିଇଓ ନିକଟରେ ଫେରାଦ ହେଲା ବିଜେପି - covid rule

ଉପନିର୍ବାଚନରେ ବିଜେଡି କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପିର ଏକ ଟିମ୍ ଏଭଳି ଅଭିଯୋଗ କରିଛନ୍ତି ।

ବିଜେଡି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ସିଇଓ ନିକଟରେ ଫେରାଦ ହେଲା ବିଜେପି

author img

By

Published : Oct 17, 2020, 3:02 PM IST

ଭୁବନେଶ୍ବର: ଉପନିର୍ବାଚନରେ ବିଜେଡି କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପିର ଏକ ଟିମ୍ ଏଭଳି ଅଭିଯୋଗ ଆଣିଛନ୍ତି ।

ବିଜେଡି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, ସିଇଓ ନିକଟରେ ଫେରାଦ ହେଲା ବିଜେପି

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି 2 ଥର କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ବିଜେପି । ସାଂସଦ ରାଜଶ୍ରୀ ମଲ୍ଲିକ, ଦେବାଶିଷ ସାମନ୍ତରାୟ ଓ ମନ୍ତ୍ରୀ ପ୍ରତାପ ଜେନା ଏକ ହଲରେ କର୍ମୀ ସମ୍ମିଳନୀ କରିଛନ୍ତି । ଏହାସହ ୧୬ ତାରିଖରେ ବିଧାୟକ ପ୍ରାର୍ଥୀ ନୋମିନେସନ ଫାଇଲ କରିବା ବେଳେ ହଜାର ହଜାର ସମର୍ଥକଙ୍କ ସହ ଯାଇଥିବା ଅଭିଯୋଗ କରିଛି ଦଳ । ଏହାର ଏକ ଭିଡିଓ ସିଡି ମଧ୍ୟ ସିଇଓଙ୍କୁ ଦେଇଛି ଦଳ । ତେବେ ୭୨ ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ ସେମାନଙ୍କୁ ମଗାଯିବ ବୋଲି ସିଇଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ ସିହାଂର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.