ETV Bharat / city

ସମସ୍ତ 314 ବ୍ଲକ ଚେୟାରମ୍ୟାନ କରିବ ଦଳ: ବିଜେଡି - ସମସ୍ତ 314 ବ୍ଲକ ଚେୟାରମ୍ୟାନ କରିବ ବିଜେଡି

ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ଏହା ପରେ ସମସ୍ତ 314 ବ୍ଲକ ଅଧ୍ୟକ୍ଷ ପଦ ଦଖଲ କରିବାକୁ ନଜର ପକାଇଛି ବିଜେଡି । ଅଧିକ ପଢ଼ନ୍ତୁ

ସମସ୍ତ 314 ବ୍ଲକ ଚେୟାରମ୍ୟାନ କରିବ ଦଳ : ବିଜେଡି

author img

By

Published : Mar 1, 2022, 6:38 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ଏହା ପରେ ସମସ୍ତ 314 ବ୍ଲକ ଅଧ୍ୟକ୍ଷ ପଦ ଦଖଲ କରିବାକୁ ନଜର ପକାଇଛି ବିଜେଡି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛି ଦଳ । ବିଜେଡି କହିଛି ଯେ, ଲୋକଙ୍କ ଭଲପାଇବା ଯୋଗୁଁ ଦଳ ସହଜରେ ବିଜୟ ହାସଲ କରି ଭଲ ସ୍ଥିତିରେ ଅଛି । 314 ବ୍ଲକ ଚେୟାରମ୍ୟାନ କରିବ ବିଜେଡି ।

ସମସ୍ତ 314 ବ୍ଲକ ଚେୟାରମ୍ୟାନ କରିବ ଦଳ : ବିଜେଡି

ଏହାକୁ ନେଇ ପ୍ରତିକ୍ରିୟା ଦେଇ ଦେବୀ ମିଶ୍ର କହିଛନ୍ତି ଯେ, "ସଂଖ୍ୟା ଦୃଷ୍ଟିର ଦଳ ଆଗରେ ରହିଛି । 314 ବ୍ଲକ ଦଖଲ କରିବାରେ ସମସ୍ୟା ହେବ ନାହିଁ । ଯଦି ବା କେଉଁଠି ଲଢେଇ ହୁଏ, ତେବେ ସେଠାରେ ମଧ୍ୟ ବିଜେଡି ବିଜୟ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଯେଉଁଠି ବିଜେଡି ନିଆଣ୍ଟିଆ ସ୍ଥିତିରେ ସେଠାରେ ଘୋଡା ବେପାର ହେବାର ସମ୍ଭାବନା ନାହିଁ । କିନ୍ତୁ ଏଭଳି ଘୋଡା ବେପାର ସମ୍ଭାବନା ନାହିଁ ।"

ବର୍ତ୍ତମାନ ପର୍ଯ୍ୟନ୍ତ ୮୫୧ ଜୋନ୍‌ ମଧ୍ୟରୁ ୭୬୫ଟି ଜୋନରେ ବିଜେଡି ବିଜୟୀ ହୋଇଛି । ସେପଟେ ଧରାଶାୟୀ ହୋଇଛି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ମାତ୍ର ୪୨ ଆସନ ହାତେଇଥିବା ବେଳେ କଂଗ୍ରେସ ଜିତିଛି ୩୭ଟି ଆସନ । ବିଜେଡ଼ିର ବିପୁଳ ବିଜୟ ପରେ ନବୀନ ଟ୍ବିଟ କରି ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.