ETV Bharat / city

ପିନାକୀଙ୍କ ଯୁକ୍ତି, ଦଳର ସମ୍ବିଧାନ ଅନୁଯାୟୀ ତିନି ମାସ ଦଳରୁ ନିଲମ୍ବିତ ଅର୍ଥ ବହିଷ୍କାର

author img

By

Published : Mar 13, 2022, 7:36 PM IST

Updated : Mar 13, 2022, 7:43 PM IST

ବିଧାୟକଙ୍କ ଏପରି ଆଚରଣ ପାଇଁ ଦଳ ସୁପ୍ରିମୋ ତାଙ୍କୁ ନିଲମ୍ବିତ କରିଛନ୍ତି । ଦଳର ସମ୍ବିଧାନ ଅନୁଯାୟୀ 3 ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି, ତେବେ ତାଙ୍କୁ ଦଳରୁ ବହିଷ୍କାର ବୋଲି ଧରାଯାଏ ବୋଲି କହିଛନ୍ତି ପୁରୀ ସାଂସଦ। ଅଧିକ ପଢନ୍ତୁ

BJD supremo already Suspend Chilika MLA Prashant Jagdev says BJD MP Pinaki Mishra
ପିନାକୀଙ୍କ ଯୁକ୍ତି, ଦଳର ସମ୍ବିଧାନ ଅନୁଯାୟୀ ତିନି ମାସ ଦଳରୁ ନିଲମ୍ବିତ ଅର୍ଥ ବହିଷ୍କାର

ଭୁବନେଶ୍ବର: ଚିଲିକା ବିଧାୟକଙ୍କ ତୁମୁଳକାଣ୍ଡକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଶାସକ ବିଜେଡିକୁ ଘେରିଛନ୍ତି ବିରୋଧୀ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ ନୁହେଁ ବହିଷ୍କାର ଦାବି କରିଛନ୍ତି ବିରୋଧୀ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ତଥା ଆଇନଜୀବୀ ପିନାକୀ ମିଶ୍ର । ପିନାକୀ ଯୁକ୍ତି ବାଢିଛନ୍ତି ଯେ, ଦଳର ସମ୍ବିଧାନ ଅନୁଯାୟୀ 3 ମାସ ଦଳରୁ ନିଲମ୍ବିତ ଅର୍ଥ ବହିଷ୍କାର ।

ଗଣତନ୍ତ୍ରରେ ହିଂସା କେବେ ଗ୍ରହଣ ଯୋଗ୍ୟ ନୁହେଁ । ପୂର୍ବରୁ ବିଧାୟକଙ୍କ ଏପରି ଆଚରଣ ପାଇଁ ଦଳ ସୁପ୍ରିମୋ ତାଙ୍କୁ ନିଲମ୍ବିତ କରିଛନ୍ତି । ଦଳର ସମ୍ବିଧାନ ଅନୁଯାୟୀ 3 ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି, ତେବେ ତାଙ୍କୁ ଦଳରୁ ବହିଷ୍କାର ବୋଲି ଧରାଯାଏ ବୋଲି କହିଛନ୍ତି ପୁରୀ ସାଂସଦ।

ପୂର୍ବରୁ ବିଜେପି ମଣ୍ଡଳ କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ । ଗତ ସେପ୍ଟେମ୍ବର 8 ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 13, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.