ETV Bharat / city

ଅହିଂସା ଶଦ୍ଦକୁ ସମ୍ବିଧାନ ମୁଖବନ୍ଧରେ ସାମିଲ ଦାବି, ବିଜେଡି ସଂଗ୍ରହ କଲା 1 ଲକ୍ଷ ଦସ୍ତଖତ - ବିଜେଡି ସୁପ୍ରିମୋ

ଏକ ଲକ୍ଷ ଦସ୍ତଖସ୍ତ ସଂଗ୍ରହ କଲା ବିଜେଡ଼ି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 2, 2019, 6:02 PM IST

Updated : Oct 2, 2019, 7:40 PM IST

ଭୁବନେଶ୍ବର: ସମ୍ବିଧାନର ମୁଖବନ୍ଧରେ ଅହିଂସା ଶଦ୍ଦକୁ ସାମିଲ କରିବା ପାଇଁ ବିଜେଡ଼ି ସଂଗ୍ରହ କରିଛି ଦସ୍ତଖସ୍ତ । ମହାମହିମ ରାଷ୍ଟ୍ରପତି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାବେଳେ ଏହି ପ୍ରସ୍ତାବ ଦେଇଥିଲେ ନବୀନ ପଟ୍ଟନାୟକ । ଦାବି ଜଣାଇବା ପାଇଁ ପ୍ରାୟ 1 ଲକ୍ଷ ଦସ୍ତଖତ ସଂଗ୍ରହ କରିଛି ବିଜେଡ଼ି ।

ବିଜେଡି ସଂଗ୍ରହ କଲା 1 ଲକ୍ଷ ଦସ୍ତଖତ

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦସ୍ତଖସ୍ତ ସଂଗ୍ରହ ହୋଇଛି । ଦସ୍ତଖସ୍ତ ପତ୍ରକୁ ଆଜି ଦଳର ସଭପତି ନବୀନ ପଟ୍ଟନାୟକ ହସ୍ତାନ୍ତର କରାଯାଇଛି । ଏହି ଦସ୍ତଖତ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିବେ ବିଜେଡି ସୁପ୍ରିମୋ । ଖୁବଶୀଘ୍ର ଏନେଇ ରାଷ୍ଟ୍ରପତି ଭାବନରୁ ସମୟ ମାଗିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କିଛି ସ୍ବାଧୀନତା ସଂଗ୍ରାମୀ ମଧ୍ୟ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଖୁବଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ଦ୍ବାରା ଭବିଷ୍ୟତ ପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ମନେ ରଖିବେ । କେବଳ ଭାରତ ନୁହେଁ ସାରା ବିଶ୍ବ ଏହି ଆଦର୍ଶକୁ ଅନୁସରଣ କରିବ ବୋଲି ଆଲୋଚନାରେ କହିଥିଲେ ନବୀନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କର। ମାନ୍ୟବର ରାଷ୍ଟ୍ରପତି ସବୁ ମୁଖ୍ୟମନ୍ତ୍ରୀ ଙ୍କୁ ଡାକି ଆଲୋଚନା କରିବା ବ୍ରଲର ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଦେଇଥିଲର। ପ୍ରାୟ 1 ଲକ୍ଷ ଦସ୍ତଖତ ସଂଗ୍ରହ କରିଛି ଦଳ। ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହା ସଂଗ୍ରହ ହୋଇଛି। ଏହାକୁ ଆଜି ଦଳର ସଭପତି ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦସ୍ତଖତ ରାଷ୍ଟ୍ରପତି ଙ୍କୁ ଭେଟି ପ୍ରଦାନ କରିବେ ବିଜେଡି ସୁପ୍ରିମୋ। ଖୁବଶୀଘ୍ର ଏନେଇ ରାଷ୍ଟ୍ରପତି ଭାବନରୁ ସମୟ ମାଗିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କିଛି ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଖୁବଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେଡି ନେତା ଦେବୀପ୍ରସାଦ ମିଶ୍ର। ସମ୍ବିଧାନର ମୁଖବନ୍ଧ ରେ ଅହିଂସାକୁ ସାମିଲ କରିବା ଦ୍ୱାରା ଭବିଷ୍ୟତ ପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ମନେ ରଖିବ। କେବଳ ଭାରତ ନୁହେଁ ସାରା ବିଶ୍ୱ ଏହି ଆଦର୍ଶକୁ ଅନୁସରଣ କରିବ ବୋଲି ନବୀନ କହିଥିଲେ।
Body:ବାଇଟ ଦେବୀପ୍ରସାଦ ମିଶ୍ର, ବିଜେଡି ନେତାConclusion:
Last Updated : Oct 2, 2019, 7:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.