ETV Bharat / city

ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ରହିଛି କେନ୍ଦ୍ରର ସହମତି: ବିଜେଡି ସାଂସଦ

author img

By

Published : Jan 28, 2020, 2:38 PM IST

ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସମସ୍ୟା ହେବ ନାହିଁ। ଆସନ୍ତା ବଜେଟ ଅଧିବେଶନରେ ଏ ପ୍ରସଙ୍ଗ ଆମେ ଉଠାଇବୁ। ଏହାର ଗଠନ ନେଇ କେନ୍ଦ୍ର ରାଜି ଅଛି ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ।

BJD MP Pinaki Mishra
ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରର ସହମତି ରହିଛି: ବିଜେଡି ସାଂସଦ

ଭୁବନେଶ୍ବର: ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ସମସ୍ୟା ହେବ ନାହିଁ। ଆସନ୍ତା ବଜେଟ ଅଧିବେଶନରେ ଏ ପ୍ରସଙ୍ଗ ଆମେ ଉଠାଇବୁ। ଏହାର ଗଠନ ନେଇ ରାଜି ଅଛି କେନ୍ଦ୍ର। ଆମ ସହିତ ସହମତ ରହିଛି। ଆମକୁ ପ୍ରତିଶ୍ରୁତି ମଳିଛି। ହେଲେ କ’ଣ ଆଲୋଚନା ହୋଇଛି ତାହା କହି ହେବ ନାହିଁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର।

ବିଧାନ ପରିଷଦ ଗଠନ ନେଇ ସମସ୍ୟା ହେବ ନାହିଁ। ରାଜ୍ୟ ବିଧାନସଭାରେ ମଧ୍ୟ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଛି। ସବୁ ଦଳର ସହମତି ରହିଛି ବୋଲି ସେ କହିଛନ୍ତି ।

ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରର ସହମତି ରହିଛି

ଏହାସହ ଆନ୍ଧ୍ରପ୍ରଦେଶ ସରକାର ଗୋଟିଏ ପଟେ ବିଧାନ ପରିଷଦ ଉଚ୍ଛେଦ କରିବାକୁ ବିଧାନସଭାରେ ସଙ୍କଳ୍ପ ପାରିତ କରିଥିବାବେଳେ ଓଡିଶା ଏହାକୁ କାହିଁକି କାର୍ଯ୍ୟକାରୀ କରିବାକୁ ଏତେ ଆଗ୍ରହୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ଆନ୍ଧ୍ରର ସ୍ଥିତି ସମ୍ପୂର୍ଣ ଅଲଗା। ପୂର୍ବରୁ ଅନେକଥର ଭାଙ୍ଗିଛନ୍ତି, ଆଉ ଅନେକଥର ଗଢିଛନ୍ତି। ସେଥିରେ କିଛି ନୂଆ ନାହିଁ।’ ଓଡିଶାରେ ବିଧାନ ପରିଷଦ ଗଠନକୁ ନେଇ ସେ ସ୍ଥିର ନିଶ୍ଚିତ ଥିବା କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ସମସ୍ୟା ହେବ ନାହିଁ। ଆସନ୍ତା ବଜେଟ ଅଧିବେଶନରେ ଏନେଇ ଆମେ ଉଠାଇବୁ। ତେବେ କେନ୍ଦ୍ର ପରିଷଦ ଗଠନ ନେଇ ରାଜି ଅଛି। ଆମ ସହିତ ସହମତ ରହିଛି। ଆମକୁ ପ୍ରତିଶ୍ରୁତି ମଳିଛି। ତେବେ କଣ ଆଲୋଚନା ହୋଇଛି ତାହା କହି ହେବ ନାହିଁ ବୋଲି କହିଛନ୍ତି ପିନାକୀ ମିଶ୍ର। ତେଣୁ ସମସ୍ୟା ହେବ ନାହିଁ। ବିଧାନସଭା ରେ ବି ସର୍ବ ସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଛି। ସବୁ ଦଳର ସହମତି ରହିଛି ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ତେବେ ଆନ୍ଧ୍ର ପ୍ରଦେଶ ସରକାର ଗୋଟିଏ ପଟେ ବିଧାନ ପତିଷଡ଼ ଉଛେଦ କରୁଥିବା ବେଳେ ଓଡିଶା ଏହାକୁ କାହିଁକି କାର୍ଯ୍ୟକାରୀ କରିବାକୁ ଏତେ ଆଗ୍ରହୀ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆନ୍ଧ୍ରର ସ୍ଥିତି ସମ୍ପୂର୍ଣ ଅଲଗା। ପୂତ୍ବରୁ ଅନର୍କ ଥର ଭାଙ୍ଗିଛନ୍ତି, ଆଉ ଅନେକଥର ଗଢିଛନ୍ତି। ତେଣୁ ସେଥିରେ କିଛି ନୂଆ ନାହିଁ। ତେବେ ଓଡ଼ିଶାରେ ବିଧ୍ୟାନ ପରିଷଦ ଗଠନକୁ ନେଇ ସେ ସ୍ଥିର ନିଶ୍ଚିତ ଥିବା କହିଛନ୍ତି।

Body:ବାଇଟ ପିନାକୀ ମିଶ୍ର, ବିଜେଡି ସାଂସଦ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.