ETV Bharat / city

ବିଧାନ ପରିଷଦ ପାଇଁ ସରକାରଙ୍କ କସରତ, ଟାର୍ଗେଟ କଲେ ବିରୋଧୀ - ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ

ପାର୍ଲାମେଣ୍ଟ ଅଧିବେଶନରେ ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ ଆଣିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଛି । ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଏପଟେ ଏହାକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଲେଣି ସରକାର, ପୁଣି ହେବ ଥଇଥାନ୍
author img

By

Published : Oct 18, 2019, 4:18 AM IST

ଭୁବନେଶ୍ବର: ବିଧାନ ପରିଷଦ ଗଠନ ନେଇ ଅଣ୍ଟା ଭିଡିଲେଣି ସରକାର। ଯେତେ ଶୀଘ୍ର ହେବ ଦଳକୁ ସେତେ ଫାଇଦା ହେବ । ଏହି କ୍ରମରେ ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ ଆଣିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଛି । ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

ବିଧାନ ପରିଷଦ ପାଇଁ ଅଣ୍ଟା ଭିଡିଲେଣି ସରକାର, ପୁଣି ହେବ ଥଇଥାନ୍

ବିଧାନସଭାରେ ଏହାକୁ ମଞ୍ଜୁରୀ ମିଳି ସାରିଥିବା ବେଳେ ସଂସଦର ଉଭୟ ଗୃହରେ ଅନୁମୋଦନ ଆବଶ୍ୟକ। ଏହାପରେ ରାଷ୍ଟ୍ରପତିଙ୍କ ମୋହର ବାଜିବ। ତାପରେ ଯାଇ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ପ୍ରକ୍ରିୟା ଯଦିଓ ଲମ୍ବା ତେବେ ବିଜେଡି ଚାହୁଁଛି ଯେତେ ଜଲଦି ଏହା ହେବ ସେତେ ଭଲ।

ସେପଟେ ଏନେଇ ବିରୋଧୀ କହିଛନ୍ତି, ଏହା କେବଳ ପ୍ରହସନ । ସେପରି କୌଣସି ଫାଇଦା ହେବ ନାହିଁ। ଏହାଦ୍ବାରା କେବଳ ବିଜେଡି କିଛି ନେତାଙ୍କୁ ଥଇଥାନ କରି ନିଜ ସ୍ବାର୍ଥ ହାସଲ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନ ପରିଷଦ ଗଠନ ନେଇ ଅଣ୍ଟା ଭିଡ଼ିଲେଣି ସରକାର। ଯେତେ ଶୀଘ୍ର ହେବ ଦଳକୁ ସେତେ ଫାଇଦା ହେବ। ଏହି କ୍ରମରେ ଆସନ୍ତା ସାଂସଦ ଅଧିବେଶନରେ ବିଧାନ ପରିଷଦ ସଂକ୍ରାନ୍ତୀୟ ବିଲ ଆଣିବାକୁ ବିଜେଡି କେନ୍ଦ୍ର ଉପରେ ଚାପ ପକାଉଛି। ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ବିଧାନସଭାରେ ଏହାକୁ ମଞ୍ଜୁରୀ ମିଲିସରିଥିବା ବେଳେ ସଂସଦର ଉଭୟ ଗୃହରେ ଅନୁମୋଦନ ଆବଶ୍ୟକ। ଏହାପରେ ରାଷ୍ଟ୍ରପତିଙ୍କ ମୋହର ବାଜିବ। ତାପରେ ଯାଇ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ପ୍ରକ୍ରିୟା ଜଫିଓ ଲମ୍ବା ତେବେ ବିଜେଡି ଚାହୁଁଛି ଯେତେ ଜଲଦି ହେବ ଭଲ। କମସେ କାମ ଦଳର କିଛି ନେତା ଥଇଥାନ ହୋଇଯିବେ। ତେବେ ବିରୋଧୀ କହିଛନ୍ତି, ଏହା କେବଳ ଆଇବାସ। ସେପରି କୌଣସି ଫାଇଦା ହେବ ନାହିଁ। କେବଳ ବିଜେଡି କିଛି ନେତାଙ୍କୁ ଥଇଥାନ କରି ନିଜ ସ୍ୱାର୍ଥ ପୂରଣ କରିବ।

Body:ବାଇଟ ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ
ବାଇଟ ବିଷ୍ଣୁ ସେଠୀ, ବିଜେପି ଉପନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.