ETV Bharat / city

ଚର୍ଚ୍ଚାରେ ଭୁବନେଶ୍ବର ଲୋକସଭା ଓ ବିଧାନସଭା ଆସନ - bhubaneswar

48 ଘଣ୍ଟା ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ହେବ ମତଦାନ । ସମସ୍ତଙ୍କ ନଜର ଏବେ ହାଇ ପ୍ରୋଫାଇଲ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଓ ୩ଟି ବିଧାନସଭା କ୍ଷେତ୍ର ଉପରେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 21, 2019, 9:13 PM IST

ଭୁବନେଶ୍ବର: ୪୮ ଘଣ୍ଟା ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ହେବ ମତଦାନ । ସମସ୍ତଙ୍କ ନଜର ଏବେ ହାଇ ପ୍ରୋଫାଇଲ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଓ ୩ଟି ବିଧାନସଭା କ୍ଷେତ୍ର ଉପରେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ ସାଙ୍ଗକୁ ନବୀନଙ୍କ ହାଇଟେକ ବସରେ ମାରାଥନ ପ୍ରଚାର ରାଜଧାନୀର ରାଜନୈତିକ ତାତିକୁ ବଢ଼ାଇ ଦେଇଥିବାବେଳେ ଭୋଟର କାହା ଆଡକୁ ଢଳିବେ, ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଗୋଟିଏ ପଟେ ବିକାଶର ନାରା, ଅନ୍ୟପଟେ ବସ୍ତି ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ସ୍ଥିର କରିବ କିଏ ଜିତିବ କିଏ ହାରିବ ? ଏହାରି ଭିତରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ମଧ୍ୟ ଏକ ବଡ ପ୍ରସଙ୍ଗ ହୋଇ ଉଭା ହୋଇଛି ।

ପ୍ରଚାର ପାଇଁ ପର୍ଯ୍ୟାପ୍ତ ସମୟ ମିଳିନାହିଁ । ସମସ୍ତଙ୍କୁ ଭେଟିବାକୁ ସମୟ ହେଲାନି । ଅକ୍ଲାନ୍ତ ପରିଶ୍ରମ କରି ପ୍ରତିଦିନ ୧୫ ଘଣ୍ଟା ପାଖାପାଖି ଲୋକଙ୍କ ପାଖକୁ ପହଞ୍ଚିଛୁ । ରାଜଧାନୀବାସୀ ନିଷ୍ପତ୍ତି ନେଇଛନ୍ତି ଗୋଟେ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ । ମହିଳାମାନେ ସ୍ଥିର କରିଛନ୍ତି ଏକ ନୂତନ ସମ୍ଭାବନାର ବ୍ୟବସ୍ଥା ହେଉ । ଏକାମ୍ର ଏକ ସମ୍ମାନ ଓ ସ୍ବାଭିମାନର ମାଟି । ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ନେଇ ଜନସାଧରଣଙ୍କୁ ଅନୁରୋଧ କରୁଛି ବୋଲି ଏକାମ୍ର କଂଗ୍ରେସ ବିଧାୟକ ପ୍ରାର୍ଥିନୀ ରଶ୍ମି ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

ଚର୍ଚ୍ଚାରେ ଭୁବନେଶ୍ବର ଲୋକସଭା ଓ ବିଧାନସଭା ଆସନ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.