ETV Bharat / city

ରଥଯାତ୍ରା ପାଇଁ ବୟନିକା ଯୋଗାଇବ ମାସ୍କ - ରଥଯାତ୍ରା ଖବର

ରଥଯାତ୍ରାରେ ସେବାୟତଙ୍କ ପାଇଁ ମାକ୍ସ ଯୋଗାଇ ଦେବ ବୟନିକା । ଯାହା ଏକ ଖୁସି ଖବର ।

bayanika-will-provide-masks-for-rathayatra
ରଥଯାତ୍ରା ପାଇଁ ବୟନିକା ଯୋଗାଇବ ମାସ୍କ
author img

By

Published : Jun 13, 2020, 5:56 AM IST

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗି ରହିଛି ଆଶା-ଆସଙ୍କା । ମହାବାହୁଙ୍କୁ ଟିକେ ଦେଖିବାକୁ ଭକ୍ତ ଆକୁଳ ଆଶା ବାନ୍ଧି ରଖିଥିବା ବେଳେ କୋରୋନା ପାଇଁ ଆଶଙ୍କା ଭିତରେ ରହିଛନ୍ତି ସରକାର ଓ ଶ୍ରୀମନ୍ଦିନ ପ୍ରଶାସନ । ଜାରି ରହିଛି ରଥ କାମ । ହାତରେ ମାତ୍ର ଆଉ 10 ଦିନ । ତେବେ ୟାରି ଭିତରେ ରଥଯାତ୍ରା ସେବାୟତଙ୍କ ପାଇଁ ମାକ୍ସ ଯୋଗାଇ ଦେବ ବୟନିକା । ଯାହା ଏକ ଖୁସି ଖବର ।

bayanika-will-provide-masks-for-rathayatra
ରଥଯାତ୍ରା ପାଇଁ ବୟନିକା ଯୋଗାଇବ ମାସ୍କ

କାରଣ ବିନା ଭକ୍ତରେ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହେବା ନେଇ ଏକ ପ୍ରକାର ସ୍ପଷ୍ଟ କରିସାରିଛନ୍ତି ସରକାର । ଯଦି ରଥଯାତ୍ରା ଅନୁଷ୍ଠିତ ହେଉଛି, ରଥ ଟାଣିବେ ସେବାୟତ । ବଡଦାଣ୍ଡକୁ ଭକ୍ତୁ ନାଁ । ଶ୍ରୀମନ୍ଦିର ସମସ୍ତ ଏଣ୍ଟ୍ରୀ ପଏଣ୍ଟକୁ ସିଲ କରାଯିବ । ସେପଟେ ସେବାୟତଙ୍କ କୋରୋନା ଟେଷ୍ଟ ହେବ । ଏଥିସହ କୋଭିଡ ନିୟମକାନୁନକୁ ମାନି ରଥ ଟାଣିବେ ସେବାୟତ ବୋଲି ଶ୍ରୀ ମନ୍ଦିର ପ୍ରଶାସନ କହି ସାରିଛି । ତେବେ ଏହି କୋଭିଡ ସମୟରେ ବୟନିକାର ମାସ୍କ ଯୋଗାଣ ଏଥିରେ ଆଉ ଏକ ଉତ୍ସାହ ଭରି ଦେଇଛି ।

ରଥଯାତ୍ରା ବେଳେ ସେବାୟତଙ୍କ ପାଇଁ ସ୍ଵତନ୍ତ୍ର ମାସ୍କ ପ୍ରଦାନ କରିବା ବୟନିକା । ତିନି ରଥର କପଡା ଆଧାରରେ ତିଆରି ହେବ ମାସ୍କ । ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ରଙ୍ଗର ମାସ୍କ ପ୍ରସ୍ତୁକ କରିବ ବୟନିକା । ପ୍ରାୟ 5 ହଜାର ମାସ୍କ ତିଆରି ହୋଇ ଦିଆଯିବ । ଏନେଇ ପ୍ରସ୍ତୁତି ଆଜିଠୁ ଆରମ୍ଭ ହୋଇଛି । ବାନ୍ଧ କଳାରେ ଏହି ମାସ୍କ ପ୍ରସ୍ତୁତ କରାଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.