ETV Bharat / city

ବରଗଡ ଚିନିକଳର ହେବ ପୁନଃରୁଦ୍ଧାର; ବୈଷୟିକ ଟିମ କରିବ ଅନୁଧ୍ୟାନ - ସମବାୟ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁ

ପୁନଃରୁଦ୍ଧାର ହେବ ବରଗଡ ଚିନିକଳ । ବୈଷୟିକ ଟିମର ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ।

Bargarh sugar factory
Bargarh sugar factory
author img

By

Published : Jan 29, 2020, 7:56 PM IST

ବରଗଡ: ବରଗଡ ଚିନି କଳର ପୁନଃଉଦ୍ଧାର ନେଇ ସମୀକ୍ଷା ବୈଠକ କରିଛନ୍ତି ସମବାୟ ମନ୍ତ୍ରୀ । ସମବାୟ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ବାଇଁଙ୍କ ଅଧକ୍ଷତାରେ ବସିଥିଲା ଏହି ସମୀକ୍ଷା ବୈଠକ। ଏହି ବୈଠକରେ ଚିନିକଳର କ୍ଷେତ୍ର ପରିଦର୍ଶନ, ଆର୍ଥିକ ସ୍ଥିତିର ସମୀକ୍ଷା କରିବା ସହିତ ଜମି ଅଧିଗ୍ରହଣ ସମସ୍ୟା ନେଇ ଅନୁଧ୍ୟାନ କରିବ ସ୍ବତନ୍ତ୍ର ବୈଷୟିକ ଟିମ।

ବରଗଡ ଚିନିକଳର ପୁନରୁଦ୍ଧାର ହେବ; ବୈଷୟିକ ଟିମ କରିବ ଅନୁଧ୍ୟାନ

ବୈଷୟିକ ଟିମ ସମସ୍ତ ଦିଗ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସରକାର ପଦକ୍ଷପ ନେବେ। ଶ୍ରମିକଙ୍କ ବକେୟା ଦରମା କେମିତି ଦିଆଯିବ ସେ ନେଇ ନିଷ୍ପତି ନିଆଯିବ ।

ଏବେ 32 ଏକର ଜମି ଉପରେ ରହିଛି । ଚିନିକଳ ପାଇଁ ସରକାର 100 ଏକର ଜମି ପ୍ରଦାନ କରିଥିଲେ। ବାକି 68 ଏକର ଜମିରୁ କେତେ ଜମି ଅଛି ପ୍ରଶାସନ ପାଖରେ ସଠିକ ତଥ୍ୟ ନାହିଁ। ସେଥିପାଇଁ ଜିଲ୍ଲାପାଳଙ୍କୁ 7ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଆର୍ଥିକ ଦୃଷ୍ଟରୁ ଏହି ଚିନିକଳ ଚାଲିବା ବର୍ତ୍ତମାନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବରଗଡ଼ ଚିନି କଳ ର ପୁନଉଦ୍ଧାର ନେଇ ସମୀକ୍ଷା ବୈଠକ। ସମବାୟ ମନ୍ତ୍ରୀ ରନେଦ୍ରପ୍ରତାପ ସ୍ୱାଇଁଙ୍କ ଅଧକ୍ଷତାରେ ବସିଥିଲା ବୈଠକ। ଏହି ବୈଠକରେ ଚିନିକଳର କ୍ଷେତ୍ର ପରିଦର୍ଶନ, ଆର୍ଥିକ ସ୍ଥିତି ର ସମୀକ୍ଷା କରିବ ସହିତ ଜମି ଅଧିଗ୍ରହଣ ସମସ୍ୟା ନେଇ ଅନୁଧ୍ୟାନ କରିବ ଟେକନିକାଲ ଟିମ। ଟେକନିକାଲ ଟିମ ସମସ୍ତ ଦିଗ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସରକାର ପଦକ୍ଷପ ନେବେ। ଏହାର ପୁନଃଉଦ୍ଧାର ହେବ ନାହିଁ। ଏବଂ ଶ୍ରମିକଙ୍କ ବକେୟା ଦରମା କେମିତି ଦିଆଯିବ ସେ ନେଇ ନିଷ୍ପତି ନିଆଯିବ।
ଚିନିକଳ ଏବେ 32 ଏକର ଜମି ଉପରେ ରାହିଛି। ଏହାକୁ ସରକାର 100ଏକର ଜମି ପ୍ରଦାନ କରିଥିଲେ।ବାକି 68 ଏକର ଜମିରୁ କେତେ ଜମି ଅଛି ପ୍ରଶାସନ ପାଖରେ ସଠିକ ଖବର ନାହିଁ। ସେଥିପାଇଁ ଜିଲ୍ଲାପାଳଙ୍କୁ 7ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଆର୍ଥିକ ଦୃଷ୍ଟରୁ ଏହି ଚିନିକଲ ଚାଲିବା ବର୍ତମାନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।Body:ବାଇଟ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.