ETV Bharat / city

Banapur Violence: ଏମ୍ସରେ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର - ବାଣପୁର ହିଂସାରେ ଆହତଙ୍କୁ ଭେଟିଲେ ବିଜେପି ନେତା ସମ୍ବିତ ପାତ୍ର

ବାଣପୁର ବ୍ଲକରେ ହୋଇଥିବା ରାଜନୈତିକ ହିଂସା ଘଟଣା । ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ଆହତ ମାନଙ୍କୁ ଏମ୍ସରେ ଯାଇ ଭେଟିଲେ ବିଜେପି ବରିଷ୍ଠ ନେତା ସମ୍ବିତ ପାତ୍ର। ଅଧିକ ପଢ଼ନ୍ତୁ

sambit patra meets to injured patient in banapur violence
Banapur Violence: ଆହାତଙ୍କୁ ଭେଟିଲେ ବିଜେପି ନେତା ସମ୍ବିତ ପାତ୍ର
author img

By

Published : Mar 13, 2022, 2:19 PM IST

ଭୁବନେଶ୍ବର: ବାଣପୁର ବ୍ଲକରେ ହୋଇଥିବା ରାଜନୈତିକ ହିଂସା ଘଟଣା । ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ଆହତ ମାନଙ୍କୁ ଏମ୍ସରେ ଯାଇ ଭେଟିଲେ ବିଜେପି ବରିଷ୍ଠ ନେତା ସମ୍ବିତ ପାତ୍ର । ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଭିଡ଼ ଭିତରକୁ ଚଢ଼ାଇ ଦେବା ଫଳରେ ପ୍ରାୟତଃ 20ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

Banapur Violence: ଆହାତଙ୍କୁ ଭେଟିଲେ ବିଜେପି ନେତା ସମ୍ବିତ ପାତ୍ର

ଏହା ମଧ୍ୟ ପଢ଼ନ୍ତୁ: Banapur Violence: ଡ୍ରାଇଭିଂ କରୁଥିଲେ ଖୋଦ ବାହୁବଳୀ ବିଧାୟକ, ପଥର ମାଡରେ ଗୁଣ୍ଡ ହୋଇଗଲା ରେଞ୍ଜ ରୋଭର

ଆହତଙ୍କ ମଧ୍ୟରେ ପୋଲିସ କର୍ମଚାରୀଙ୍କ ଏବଂ ସାମ୍ବାଦିକ ମଧ୍ୟ ରହିଛନ୍ତି । ତେବେ ଗତକାଲି ଆହତଙ୍କୁ ଭୁବନେଶ୍ବର ଏମ୍ସ ମେଡି଼କାଲରେ ଭର୍ତ୍ତି କରାଯାଇଛି।ଆଜି ବିଜେପି ବରିଷ୍ଠ ନେତା ସମ୍ବିତ ପାତ୍ର ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଛନ୍ତି । ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.